ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା (ମାଣିକ ଲାଲ ପାଣି): ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଉଭୟ ଯୁବକ ଓ ଯୁବତୀ ନିକଟସ୍ଥ ଦରକୋଳି କଣ୍ଟାବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଯୁବକଙ୍କ ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଯୁବତୀଙ୍କ ବେକରେ ଓଢ଼ଣୀ ବନ୍ଧା ହୋଇଥିଲା। ସ୍ଥାନୀୟ ଲୋକେ […]

DeadBody

DeadBody

Jitendra Garnayak
  • Published: Friday, 04 June 2021
  • Updated: 04 June 2021, 10:11 AM IST

ବାରିପଦା (ମାଣିକ ଲାଲ ପାଣି): ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଉଭୟ ଯୁବକ ଓ ଯୁବତୀ ନିକଟସ୍ଥ ଦରକୋଳି କଣ୍ଟାବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଯୁବକଙ୍କ ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଯୁବତୀଙ୍କ ବେକରେ ଓଢ଼ଣୀ ବନ୍ଧା ହୋଇଥିଲା। ସ୍ଥାନୀୟ ଲୋକେ ମୃତଦେହ ଦୁଇଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ସେମାନେ ପ୍ରେମୀ ଯୁଗଳ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଏହି ଯୁବକ ଯୁବତୀ ଦ୍ୱୟ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story