ଲଣ୍ଠନ ଫାଟି ଦୁଇ ଗୁରୁତର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ଗାଁରେ ଲଣ୍ଠନ ଫାଟି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ଫକୀର ମହାରଣା (୫୬) ଓ ଶ୍ରୀନିବାସ ମହାରଣା (୮)। ଗତକାଲି ସନ୍ଧ୍ୟାରେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେଥିପାଇଁ ଫକୀରଙ୍କ ଘରେ ଲଣ୍ଠନ ଜଳା ଯାଇଥିଲା। ତେବେ ଫକୀର ଲଣ୍ଠନ ଜଳୁଥିବା ଅବସ୍ଥାରେ ସେଥିରେ କିରାସିନି ଭର୍ତ୍ତି କରୁଥିବା ବେଳେ ତାହା ଫାଟି ଯାଇଥିଲା। […]

lantern

lantern

Jitendra Garnayak
  • Published: Sunday, 30 June 2019
  • Updated: 30 June 2019, 09:23 AM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ଗାଁରେ ଲଣ୍ଠନ ଫାଟି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ଫକୀର ମହାରଣା (୫୬) ଓ ଶ୍ରୀନିବାସ ମହାରଣା (୮)।

ଗତକାଲି ସନ୍ଧ୍ୟାରେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେଥିପାଇଁ ଫକୀରଙ୍କ ଘରେ ଲଣ୍ଠନ ଜଳା ଯାଇଥିଲା। ତେବେ ଫକୀର ଲଣ୍ଠନ ଜଳୁଥିବା ଅବସ୍ଥାରେ ସେଥିରେ କିରାସିନି ଭର୍ତ୍ତି କରୁଥିବା ବେଳେ ତାହା ଫାଟି ଯାଇଥିଲା। ସେତେବେଳେ ତାଙ୍କ ସହିତ ନାତି ଶ୍ରୀନିବାସ ବି ଉପସ୍ଥିତ ଥିଲେ। ଲଣ୍ଠନ ଫାଟି ଯିବାରୁ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story