୪୨ଘଣ୍ଟା ଧରି ପଥର ତଳେ ଫସି ରହିଛନ୍ତି ଦୁଇ ଜେସିବି ଅପରେଟର୍

ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୪୨ଘଣ୍ଟାରୁ ଅଧିକ ସମୟ ବିତିଲାଣି। ଏବେବି ପଥର ତଳେ ଦୁଇ ଜେସିବି ଅପରେଟର୍ ଘନଶ୍ୟାମ ଗୁରୁ ଓ ସଞ୍ଜୟ ଦାସ ଫସି ରହିଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଆଜି ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିବାର ପକ୍ଷରୁ ରାଣୀଗଡ଼ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପଥର ତଳେ ଫସି ରହିଥିବା ସଞ୍ଜୟ ଦାସଙ୍କ ଭାଇ ଏହି ଅଘଟଣ […]

bgf

bgf

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 12:44 PM IST

Sports

Latest News

ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୪୨ଘଣ୍ଟାରୁ ଅଧିକ ସମୟ ବିତିଲାଣି। ଏବେବି ପଥର ତଳେ ଦୁଇ ଜେସିବି ଅପରେଟର୍ ଘନଶ୍ୟାମ ଗୁରୁ ଓ ସଞ୍ଜୟ ଦାସ ଫସି ରହିଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ।

ଆଜି ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିବାର ପକ୍ଷରୁ ରାଣୀଗଡ଼ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପଥର ତଳେ ଫସି ରହିଥିବା ସଞ୍ଜୟ ଦାସଙ୍କ ଭାଇ ଏହି ଅଘଟଣ ପାଇଁ ଠିକା କମ୍ପାନୀକୁ ଦାୟୀ କରିଛନ୍ତି। କାମ କରୁଥିବା ଠିକା କମ୍ପାନୀର ଲାଇସେନ୍ସ ବାତିଲ କରାଯାଉ ବୋଲି ସେ ଦାବି କରିଛନ୍ତି।

ଚାପି ରହିଥିବା ୨ଟି ଜେସିବି ମେସିନରୁ ଗୋଟିଏ କଢ଼ାଯାଇଥିବା ବେଳେ ଅନ୍ୟଟି ଏବେବି ପଥର ତଳେ ଫସି ରହିଛି। ଗତକାଲି ବିଶାଳକାୟ ପଥରକୁ ଘୁଞ୍ଚାଇବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ୟମ କରାଯାଇଥିଲା।  କିନ୍ତୁ  ବିରାଟ ପଥର ଖଣ୍ଡକୁ ହଟାଇବାରେ ବିଫଳ ହୋଇଥିଲେ ଉଦ୍ଧାରକାରୀ ଦଳ। ପଥର ଖଣ୍ଡକୁ ଘୁଞ୍ଚାଇବା ପାଇଁ କ୍ରେନ୍ ଆଣିବା ପାଇଁ ଯୋଜନା କରାଯାଉଛି। ଉଦ୍ଧାର ପାଇଁ କଟକରୁ ଏକ ଏନଡିଆରଏଫ୍‌ ଟିମ୍ ମଧ୍ୟ ଆସୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ୨ଟି ଜେସିବି ମେସିନ୍ ପଥର ଖୋଳୁଥିଲା ବେଳେ  ହଠାତ୍  ପାହାଡ଼ରୁ ଉପରୁ ବିରାଟ ବିରାଟ ପଥର ଖସିଥିଲା।  ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକ ଦୌଡ଼ି ଆସିଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ଗୋଟିଏ  ଜେସିପି ମେସିନ୍‌କୁ ଉଦ୍ଧାର କରିଥିଲେ। କିନ୍ତୁ ଶତଚେଷ୍ଟା ପରେ  ଅନ୍ୟଏକ ଜେସିବି ଓ ଦୁଇ ଅପରେଟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story