ଅପହୃତ ଯୁବକ ଉଦ୍ଧାର, ୨ ଗିରଫ

ପାଲଲହଡା: ଏକ ଅପହରଣ ଘଟଣାରେ ପାଲଲହଡା ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର। ବାକି ଟଙ୍କା ଆଦାୟ ପାଇଁ ଯୁବକଙ୍କୁ ଅପହରଣ କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ପୋଲିସ କହିଛି।