ପାଗଳର ପଥର ଓ ଲୁହାରଡ୍‌ ମାଡ଼ରେ ୨ ମୃତ, ୩ ଗୁରୁତର

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପାଗଳର ଉନ୍ମତ୍ତକାଣ୍ଡ ଯୋଗୁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେହିପରି ତିନି ଆହତଙ୍କ ମଧ୍ୟରେ ଜଣେ ଥାନା ଅଧିକାରୀ ଓ ଜଣେ ଗର୍ଭବତୀ ମହିଳା ଅଛନ୍ତି। ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ। ଆଜି ଭୋରରେ ଏହି ପାଗଳ ଯୁବକ ଜଣଙ୍କ ପ୍ରଥମେ ଓଡ଼ଗାଁ ପରିବା ବଜାରର ରାତ୍ର ଜଗୁଆଳ ଲୋଚନ ସେଠୀଙ୍କୁ […]

deadperson

deadperson

Jitendra Garnayak
  • Published: Thursday, 17 January 2019
  • Updated: 17 January 2019, 02:05 PM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପାଗଳର ଉନ୍ମତ୍ତକାଣ୍ଡ ଯୋଗୁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେହିପରି ତିନି ଆହତଙ୍କ ମଧ୍ୟରେ ଜଣେ ଥାନା ଅଧିକାରୀ ଓ ଜଣେ ଗର୍ଭବତୀ ମହିଳା ଅଛନ୍ତି। ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ।

ଆଜି ଭୋରରେ ଏହି ପାଗଳ ଯୁବକ ଜଣଙ୍କ ପ୍ରଥମେ ଓଡ଼ଗାଁ ପରିବା ବଜାରର ରାତ୍ର ଜଗୁଆଳ ଲୋଚନ ସେଠୀଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ପାଗଳ ଜଣଙ୍କ ରାସ୍ତାରେ ଯାହାକୁ ଦେଖିଲା ତାକୁ ଆକ୍ରମଣ କରିଥିଲା। ସେ କାହାକୁ ପଥର ମାରୁଥିଲା ତ କାହାକୁ ଲୁହାରଡ୍‌ରେ ମାରିବାକୁ ଗୋଡ଼ାଇଥିଲା। ସିନେମା ହଲ୍ ପାଖରେ ତା’ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ପାଗଳର ଉତ୍ପାତ ଖବର ପାଇ ଓଡ଼ଗାଁ ଥାନା ଆଇଆଇସି ଦଳବଳ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପାଗଳ ସେମାନଙ୍କୁ ବି ଆକ୍ରମଣ କରିଥିଲା। ତା’ର ପଥରମାଡ଼ରେ ଖୋଦ୍ ଆଇଆଇସି ଆହତ ହୋଇଛନ୍ତି। ତାଙ୍କ ଛାତିରେ ପଥର ବାଜିଛି।

ବହୁ ଖୋଜାଖୋଜି ପରେ ତାକୁ ପୁଲିସ୍ କାବୁ କରିବାରେ ସଫଳ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତିନି ଦିନ ହେଲା ସେ ଆସି ଓଡ଼ଗାଁରେ ବୁଲୁଥିଲା। ବେଳେବେଳେ ଲୋକଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story