ପୂର୍ବ ଶତ୍ରୁତାରୁ ଗାଁରେ ଗଡ଼ିଲା ଦୁଇ ମୁଣ୍ଡ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାରୁ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟା ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଘଟିଛି। ଦେଓଗାଁ ଥାନା ଜରାସିଙ୍ଗା ଗାଁର ବାହାରପଡ଼ାର ଧନମତ ନାଏକ ଆଜି ସନ୍ଧ୍ୟା ବେଳେ ଟାଙ୍ଗିଆରେ ହରିଜନପଡ଼ାର ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ […]

murder

murder

Manoranjan Sial
  • Published: Saturday, 23 January 2021
  • Updated: 23 January 2021, 08:11 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାରୁ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟା ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଘଟିଛି।

ଦେଓଗାଁ ଥାନା ଜରାସିଙ୍ଗା ଗାଁର ବାହାରପଡ଼ାର ଧନମତ ନାଏକ ଆଜି ସନ୍ଧ୍ୟା ବେଳେ ଟାଙ୍ଗିଆରେ ହରିଜନପଡ଼ାର ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ଶ୍ରୀପତି ବେଶ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ହରିଜନପଡ଼ାର ଲୋକମାନେ ବାହାରପଡ଼ାର ଧନମତଙ୍କ ଘରେ ପଶି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ତେବେ ତାଙ୍କ ପରିବାର ଲୋକଙ୍କ ପତ୍ତା ମିଳୁନି। ପୁଲିସ ଧନମତଙ୍କ ମୃତଦେହ ତାଙ୍କ ଘରୁ ଜବତ କରିଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନାକୁ ଲକ୍ଷ୍ୟକରି ଗାଁରେ ପୁଲିସ ମୁତୟନ ହୋଇଛି।

ଅଭିଯୋଗରୁ ପ୍ରକାଶ, ବାହାରପଡ଼ାର ଧନମତ ନାଏକ ଦୋକାନଙ୍କୁ ଦୁର୍ବୃତ୍ତ ଜାଳିଥିଲେ। ଏଥିରେ ହରିଜନପଡ଼ାର ୪ ଜଣ ଲୋକଙ୍କ ହାତ ଥିବା ଧନମତ ଅଭିଯୋଗ କରୁଥିଲେ। ଯେଉଁଥିପାଇଁ ଆଜି ଦୁଇ ସାହି ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story