ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ। NH-୧୬ର ଗେଲପୁର ଗ୍ରୀଡ୍ ନିକଟରେ ସଡ଼କ ଦୁର୍ଘଟଣା। ମୃତକ ୨ ଯୁବକ ଭଦ୍ରକ ଅଞ୍ଚଳର। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ଏକ ବୁଲେଟରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

accident

  • Published: Monday, 24 October 2022
  • , Updated: 24 October 2022, 10:15 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ। NH-୧୬ର ଗେଲପୁର ଗ୍ରୀଡ୍ ନିକଟରେ ସଡ଼କ ଦୁର୍ଘଟଣା। ମୃତକ ୨ ଯୁବକ ଭଦ୍ରକ ଅଞ୍ଚଳର। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ଏକ ବୁଲେଟରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Related story