ରାସ୍ତା ପାର୍ଶ୍ୱରେ ପଡ଼ିଛି ନାବାଳକ ଓ ନାବାଳିକାଙ୍କ ମୃତଦେହ

ଫୁଲବାଣୀ(ତ୍ରିନାଥ ସାହୁ): ରାସ୍ତା ପାର୍ଶ୍ୱରେ ପଡ଼ିଛି ନାବାଳକ ଓ ନାବାଳିକାଙ୍କ ମୃତଦେହ। କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କନ୍ଧମାଳ ସଦର ଥାନା ପୁଲିସ ମୃତଦେହ  ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁତୁଡ଼ି ଛକ ରାସ୍ତା କଡ଼ରେ ଦୁତିଗୁଡ଼ା ଗାଁର ଆଶିଷ ଦିଗାଲ ଓ ପୁନ୍ଦୁଲି ଗାଁର ଦୀପା […]

Phulbani

Phulbani

Manoranjan Sial
  • Published: Saturday, 11 September 2021
  • Updated: 11 September 2021, 04:44 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ରାସ୍ତା ପାର୍ଶ୍ୱରେ ପଡ଼ିଛି ନାବାଳକ ଓ ନାବାଳିକାଙ୍କ ମୃତଦେହ। କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କନ୍ଧମାଳ ସଦର ଥାନା ପୁଲିସ ମୃତଦେହ  ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁତୁଡ଼ି ଛକ ରାସ୍ତା କଡ଼ରେ ଦୁତିଗୁଡ଼ା ଗାଁର ଆଶିଷ ଦିଗାଲ ଓ ପୁନ୍ଦୁଲି ଗାଁର ଦୀପା କହଁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଏକ ବାଇକ୍‌ ପଡ଼ିଥିଲା। ବାଇକ୍‌ଟି ଗଛରେ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁହେଁ ରାତିରେ ବାଇକରେ ବସି କେଉଁ ଆଡ଼େ ଯାଉଥିଲେ? ଏ ନେଇ କୌଣସି ସ୍ପଷ୍ଟ ସୂଚନା କାହା ପାଖରେ ନଥିଲେ ମଧ୍ୟ ଉଭୟଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନିଥିଲେ। ସଦର ଥାନା ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି। ତେବେ କେଉଁ ପରିସ୍ଥିତିରେ ଆଶିଷ ଓ ଦୀପାଙ୍କ ମୃତ୍ୟୁ ହେଲା, ସେ ସମ୍ପର୍କରେ ସେମାନଙ୍କ ବାପା-ମାଆ କିଛି ଜାଣିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story