ବାଇକ୍‌-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୋଳ(ବିରଜା ଦାସ): ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପିଟିଦେଲା ଅନ୍ୟ ଏକ ବାଇକ୍‌। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଜାମ୍ବୁବଣିଆ ଛକ ନିକଟରେ ଘଟିଛି। ହିଡ଼ିସିଙ୍ଗାର ଗାଁର ପ୍ରକାଶ ପ୍ରଧାନ ଓ ମଙ୍ଗୁଳୁ ପ୍ରଧାନ ଏକ ବାଇକ୍‌ରେ କରତକଟାରୁ ଘରକୁ ଫେରୁଥିଲେ। ଜାମ୍ବୁବଣିଆ ଛକରେ ବିପରିତ ଦିଗରୁ ଆସୁଥିବା ଦୀପକ ଜାନିଙ୍କ ବାଇକ୍ […]

bike-accident

bike-accident

Manoranjan Sial
  • Published: Monday, 05 August 2019
  • Updated: 05 August 2019, 09:36 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପିଟିଦେଲା ଅନ୍ୟ ଏକ ବାଇକ୍‌। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଜାମ୍ବୁବଣିଆ ଛକ ନିକଟରେ ଘଟିଛି।

ହିଡ଼ିସିଙ୍ଗାର ଗାଁର ପ୍ରକାଶ ପ୍ରଧାନ ଓ ମଙ୍ଗୁଳୁ ପ୍ରଧାନ ଏକ ବାଇକ୍‌ରେ କରତକଟାରୁ ଘରକୁ ଫେରୁଥିଲେ। ଜାମ୍ବୁବଣିଆ ଛକରେ ବିପରିତ ଦିଗରୁ ଆସୁଥିବା ଦୀପକ ଜାନିଙ୍କ ବାଇକ୍ ସହିତ ଧକ୍କା ହୋଇଥିଲା। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରକାଶ ଓ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ସୁଦ୍ଧା ମଙ୍ଗୁଳୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story