ବିସ୍ଫୋରଣରେ ଚାଲିଗଲା ଦୁଇ ଜୀବନ, ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବସ୍ଫୋରଣରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଛାତି ଥରା ବିସ୍ଫୋରଣ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଘଟିଛି। ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁଲିସ ଏହି ଘଟଣାରେ କ୍ରସର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଦାଖଣ୍ଡି ଗାଁରେ ଥିବା ଏକ କ୍ରସର ଗୋଦାମ ଗୃହରେ ବିସ୍ଫୋରକ ରଖା ଯାଉଥିଲା। ଏହି […]

Berhampur

Berhampur

Manoranjan Sial
  • Published: Monday, 19 April 2021
  • Updated: 19 April 2021, 04:52 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବସ୍ଫୋରଣରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଛାତି ଥରା ବିସ୍ଫୋରଣ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଘଟିଛି। ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁଲିସ ଏହି ଘଟଣାରେ କ୍ରସର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଦାଖଣ୍ଡି ଗାଁରେ ଥିବା ଏକ କ୍ରସର ଗୋଦାମ ଗୃହରେ ବିସ୍ଫୋରକ ରଖା ଯାଉଥିଲା। ଏହି ସମୟରେ ହଠାତ୍‌ ବିସ୍ଫୋରଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଏ. ସନ୍ତୋଷ କୁମାର ଓ ସୁରେଶଙ୍କ ମୃତ୍ୟୁ ଘଟିଥିଲା। ତେବେ ସାଇ ଗୋପାଳ, ସୁଶାନ୍ତ ପଣ୍ଡା ଓ ଦୀପକ ପାତ୍ର ଗୁରୁତର ଆହତ ହୋଇଥିଲେ।

ବିସ୍ଫୋରଣ ନେଇ ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏହି ମାମଲାରେ ପୁଲିସ କ୍ରସର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ଏହି ବିସ୍ଫୋରକ କେଉଁ କାରଣରୁ ବିସ୍ଫୋରଣ କଲା, ତାହା ଜଣାପଡ଼ି ନାହିଁ। ଟିଣ ଛତ ତଳେ ବସ୍ଫୋରକ ଥିବାରୁ ଫାଟି ଯାଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story