ଯାତ୍ରା ଦେଖାଇବା ବାହାନାରେ ଦୁଇ ନାବାଳିକାଙ୍କୁ ବିଲ ମଝିରେ...

ବଣାଇ (ରଞ୍ଜିତ ଚୌଧୁରୀ): ବିଶ୍ୱାସରେ ବିଷ ଦେଲେ ଦୁଇ ଯୁବକ। ଯାତ୍ରା ଦେଖାଇବା ବାହାନାରେ ଦୁଇ ନାବାଳିକାଙ୍କୁ ଘରୁ ଡାକି ନେଇ ବିଲ ମଝିରେ ସେମାନଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଚାନ୍ଦିପୋଷ ଥାନା ଅଞ୍ଚଳରେ ଏକ ଗାଁରେ ଯାତ୍ରା ହେଉଥିଲା। ଯାତ୍ରା ଦେଖାଇବା ବାହାନା କରି ଦୁଇ ଜଣ ଯୁବକ […]

Rape

Rape

Tapaswini Nayak
  • Published: Saturday, 29 December 2018
  • Updated: 29 December 2018, 04:06 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ବିଶ୍ୱାସରେ ବିଷ ଦେଲେ ଦୁଇ ଯୁବକ। ଯାତ୍ରା ଦେଖାଇବା ବାହାନାରେ ଦୁଇ ନାବାଳିକାଙ୍କୁ ଘରୁ ଡାକି ନେଇ ବିଲ ମଝିରେ ସେମାନଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଚାନ୍ଦିପୋଷ ଥାନା ଅଞ୍ଚଳରେ ଏକ ଗାଁରେ ଯାତ୍ରା ହେଉଥିଲା। ଯାତ୍ରା ଦେଖାଇବା ବାହାନା କରି ଦୁଇ ଜଣ ଯୁବକ ସମ୍ପୃକ୍ତ ଦୁଇ ନାବାଳିକାଙ୍କୁ ଡ଼ାକିଥିଲେ। ପ୍ରଥମେ ନାବାଳିକାମାନେ ରାଜି ହୋଇନଥିଲେ। ପରେ ସେମାନେ ବାଧ୍ୟ କରିବାରୁ ଦୁଇ ନାବାଳିକା ଘରୁ ଲୁଚି ପଳାଇ ଯାଇଥିଲେ। ଅଭିଯୁକ୍ତ ଦ୍ୱୟ ଯାତ୍ରା ଦେଖାଇବା ପରିବର୍ତ୍ତେ ଦୁଇ ନାବାଳିକାଙ୍କୁ ଚାରିଆଡ଼େ ବୁଲାଇ ଥିଲେ। ତେବେ ବିଳମ୍ୱିତ ରାତିରେ ସେମାନେ ଦୁହିଁଙ୍କୁ ଏକ ବିଲରେ ଦୁଷ୍କର୍ମ କରିବା ପରେ ଛାଡ଼ି ପଳାଇଥିଲେ।

ରାତିରେ ଘରେ ଝିଅଙ୍କୁ ଘରେ ନ ପାଇବାରୁ ସେମାନଙ୍କ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ସନ୍ଦେହ ହେବାରୁ ଗାଁର ଦୁଇ ଜଣ ଯୁବକଙ୍କୁ ଫୋନ୍‌ କରିଥିଲେ। ସେମାନେ ବିଭିନ୍ନ ବାହାନା କରି ଶେଷରେ ଫୋନ୍‌ ସୁଇଚ୍‌ ଅଫ୍ କରିଦେଇଥିଲେ। ଶୁକ୍ରବାର ଦୁଇ ନାବାଳିକା ଘରକୁ ଫେରି ସେହି ରାତିର ଭୟଙ୍କର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଗାଁରେ ଏକଥା ପ୍ରଚାର ହେବା ପରେ ଏକ ବୈଠକ ବସିଥିଲା। ମାମଲାର ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଦୁଇ ନାବାଳିକାଙ୍କ ମାମୁ ଗାଁ ଲୋକଙ୍କ ପ୍ରସ୍ତାବରେ ରାଜି ନ ହୋଇ ଆଜି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଅନ୍ୟପକ୍ଷରେ ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story