ପୋଖରୀରେ ବୁଡ଼ି ଗଲେ ଦୁଇ ନାବାଳିକା

ଜୟପୁର (ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଠପୋଡ଼ା ପଞ୍ଚାୟତର ଗୋଇପଦର ଗାଁରେ। ମୃତ ନାବାଳିକା ଦ୍ୱୟ ହେଲେ ନନ୍ଦିନୀ ଖିଲ ଓ ମଙ୍ଗଳଦେଇ ଗୋଲାରୀ। କେଶବ ଖିଲଙ୍କ ଝିଅ ନନ୍ଦିନୀକୁ ୫ ବର୍ଷ ଓ ଲକ୍ଷ୍ମଣ ଗୋଲାରୀଙ୍କ ଝିଅ ମଙ୍ଗଳଦେଇକୁ ୪ ବର୍ଷ ହୋଇଥିଲା। ପୋଖରୀ ନିକଟରେ ଖେଳୁଥିବା ବେଳେ ସେମାନେ ବୁଡ଼ି ଯାଇଥିଲେ ବୋଲି ସୂଚନା ମିଳିଛି। ବୈପାରିଗୁଡ଼ା […]

drowned

drowned

Jitendra Garnayak
  • Published: Friday, 05 November 2021
  • Updated: 05 November 2021, 06:56 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଠପୋଡ଼ା ପଞ୍ଚାୟତର ଗୋଇପଦର ଗାଁରେ।

ମୃତ ନାବାଳିକା ଦ୍ୱୟ ହେଲେ ନନ୍ଦିନୀ ଖିଲ ଓ ମଙ୍ଗଳଦେଇ ଗୋଲାରୀ। କେଶବ ଖିଲଙ୍କ ଝିଅ ନନ୍ଦିନୀକୁ ୫ ବର୍ଷ ଓ ଲକ୍ଷ୍ମଣ ଗୋଲାରୀଙ୍କ ଝିଅ ମଙ୍ଗଳଦେଇକୁ ୪ ବର୍ଷ ହୋଇଥିଲା।

ପୋଖରୀ ନିକଟରେ ଖେଳୁଥିବା ବେଳେ ସେମାନେ ବୁଡ଼ି ଯାଇଥିଲେ ବୋଲି ସୂଚନା ମିଳିଛି। ବୈପାରିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାମଗିରି ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story