ଗାଧୋଉ ଥିବା ବେଳେ ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଅନୁଗୋଳ (ବିରଜା କୁମାର ଦାସ): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗାଁର କୁରୁମଛକରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଉଛନ୍ତି- ଦୟାନିଧି ପ୍ରଧାନଙ୍କ ଝିଅ ଶ୍ରୀମତୀ ପ୍ରଧାନ ଓ ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ସାହୁ। ଉଭୟଙ୍କୁ ୧୨ ବର୍ଷ ହୋଇଥିଲା। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଶ୍ରୀମତୀ ଓ ବର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଗ୍ରାମବାସୀ […]

Drown

Drown

Jitendra Garnayak
  • Published: Thursday, 07 October 2021
  • Updated: 07 October 2021, 04:11 PM IST

ଅନୁଗୋଳ (ବିରଜା କୁମାର ଦାସ): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗାଁର କୁରୁମଛକରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି।

ମୃତ ଦୁଇ ନାବାଳିକା ହେଉଛନ୍ତି- ଦୟାନିଧି ପ୍ରଧାନଙ୍କ ଝିଅ ଶ୍ରୀମତୀ ପ୍ରଧାନ ଓ ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ସାହୁ। ଉଭୟଙ୍କୁ ୧୨ ବର୍ଷ ହୋଇଥିଲା।

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଶ୍ରୀମତୀ ଓ ବର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story