ଅମ୍ରିତ ରାୟର କଳା କାରନାମାର ଫିଟୁଛି ରହସ୍ୟ: ବନ୍ଧା ହେଲେ ନୀଳିମା, ପୀତାମ୍ବର

କଟକ(ଓଡ଼ିଶା ରିପୋର୍ଟର):  କଟକ ଆଇଆଇଏଫଏଲ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ କେଳେଙ୍କାରୀର ଖୋଲୁଛି ଗୁମର। ଲୁଟ୍‌ର ମାଷ୍ଟରମାଇଣ୍ଡ ଥିବା ଲାଲା ଅମ୍ରିତ ରାୟର କଳା କାରନାମାର ରହସ୍ୟ ଫିଟୁଛି । ଘର ଢିଙ୍କି କୁମ୍ଭୀର ସାଜି କର୍ମଚାରୀଙ୍କ ସହ ମିଶି ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟ ଯେଉଁ ଢଙ୍ଗରେ ଟଙ୍କା ଓ ସୁନା ହଡ଼ପ କରିଛି, ତାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାହାର ପ୍ରମାଣ ପାଇବା ପରେ ପୁଲିସ  ଘଟଣାସ୍ଥଳକୁ ଯାଇ ସିନ୍ […]

700

700

Tapas Behera
  • Published: Thursday, 26 November 2020
  • Updated: 26 November 2020, 08:16 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  କଟକ ଆଇଆଇଏଫଏଲ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ କେଳେଙ୍କାରୀର ଖୋଲୁଛି ଗୁମର। ଲୁଟ୍‌ର ମାଷ୍ଟରମାଇଣ୍ଡ ଥିବା ଲାଲା ଅମ୍ରିତ ରାୟର କଳା କାରନାମାର ରହସ୍ୟ ଫିଟୁଛି । ଘର ଢିଙ୍କି କୁମ୍ଭୀର ସାଜି କର୍ମଚାରୀଙ୍କ ସହ ମିଶି ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟ ଯେଉଁ ଢଙ୍ଗରେ ଟଙ୍କା ଓ ସୁନା ହଡ଼ପ କରିଛି, ତାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାହାର ପ୍ରମାଣ ପାଇବା ପରେ ପୁଲିସ  ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ୍ କରିଛି ।

ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସହ ୫ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ। କେବଳ ଏତିକି ନୁହେଁ, ବିବାହ ବେଦୀକୁ ଯିବା ଆଗରୁ ମଣପୁରମ୍ ସଂସ୍ଥାର ମ୍ୟାନେଜରଙ୍କୁ ବି ଉଠାଇ ନେଇଛି ପୁଲିସ । ଆଜି ଅମ୍ରିତ ସହ ୫ ଜଣଙ୍କୁ ଧରି ଘଟଣାସ୍ଥଳରେ ସିନ୍ ରିକ୍ରିଏଟ୍ କରିଛି ପୁଲିସ  । ଗତ ୧୯ ତାରିଖ ସକାଳ ୧୦ଟାରେ ଅଫିସ ଖୋଲିବା କ୍ଷଣି କେମିତି ରଚାଯାଇଥିଲା ଡକାୟତି ନାଟକ ତାକୁ ନେଇ ସିନ୍ ରିକ୍ରିଏଟ୍ କରିଛି ପୁଲିସ  ।

ସେପଟେ ଡକାୟତି ନାଟକ ପଛରେ ଅମ୍ରିତର ସାଙ୍ଗ ତଥା ବାବା ରଂଜନ ବେହେରା, ନୀଳିମା ଲେଙ୍କାଙ୍କ ରହିଛି ପ୍ରମୁଖ ଭୂମିକା । ଏଥିରେ ସହଯୋଗ କରୁଥିଲେ ଅମ୍ରିତଙ୍କ ଭାଇ ଓ ରଂଜନଙ୍କ ୩ ଅନୁଚର । ଡକାୟତିର ବ୍ଲୁ ପ୍ରିଣ୍ଟ ରେ ସହଯୋଗ କରିଥିଲେ ଭାଲ୍ୟୁୟର ନୀଳିମା। ସମସ୍ତଙ୍କୁ ଗିରଫ କରିଛି ପୁଲିସ।  ସେହିପରି ମଣପୁରମ ମ୍ୟାନେଜର ପୀତାମ୍ବର ସାହୁଙ୍କୁ ବି ପୁଲିସ ଉଠାଇନେଇଛି । ବଜ୍ରକବାଟୀ ସ୍ଥିତ ମଣପୁରମ୍ ଶାଖାର ମ୍ୟାନେଜର ଭାବେ କାମ କରୁଥିବା ପୀତାମ୍ବରଙ୍କ ସହାୟତାରେ IIFL କର୍ମଚାରୀ ସଂସ୍ଥାର ବନ୍ଧା ସୁନାକୁ ଏଠାରେ ବନ୍ଧା ରଖି ଋଣ ନେଇଥିଲେ । ତାଙ୍କ ଘରୁ ବି ବିପୁଳ ପରିମାଣର ସୁନା ଜବତ ହୋଇଛି । ପୀତାମ୍ବରଙ୍କ ଭଳି ଭାଲ୍ୟୁୟର ନୀଳିମାଙ୍କ ବି କିଛି ଦିନ ପରେ ବିବାହ ହୋଇଥାନ୍ତା । ତାଙ୍କୁ ବି ଗିରଫ କରିଛି ପୁଲିସ । ଏତେବଡ଼ ଷଡଯନ୍ତ୍ର ସାମ୍ନାକୁ ଆସିବା ପରେ ଏବେ ଗ୍ରାହକଅମାନେ ସେମାନଙ୍କ ବନ୍ଧକ ସୁନାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story