ଗୁଡ୍ ଛକରୁ ବ୍ୟାଡ୍ ନ୍ୟୁଜ୍‌: ଦୁଇ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଛାଡ଼ି ପଳାଇଲେ

ସୋର (ଶଶିକାନ୍ତ ବେହେରା): ଗୁଡ୍‌ ଛକରୁ ଏକ ବ୍ୟାଡ୍ ନ୍ୟୁଜ୍ ଆସିଛି। ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଅନନ୍ତପୁର ରାସ୍ତାରେ ପଡୁଥିବା ଏହି ଗୁଡ୍ ଛକ ନିକଟରୁ ଆଜି ୨ ଜଣ ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ୍ ଓ ଚାଇଲ୍ଡ ଲାଇନ୍‌କୁ ଖବର ଦିଆଯାଇଛି। କିଏ ଓ କାହିଁକି ଏ ଦୁଇ ନବଜାତ ଶିଶୁଙ୍କୁ ଏଠାରେ ଛାଡ଼ି ପଳାଇଲା, ତାହା ଜଣାପଡ଼ି ନାହିଁ। […]

two

two

Jitendra Garnayak
  • Published: Wednesday, 10 April 2019
  • Updated: 10 April 2019, 12:35 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଗୁଡ୍‌ ଛକରୁ ଏକ ବ୍ୟାଡ୍ ନ୍ୟୁଜ୍ ଆସିଛି। ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଅନନ୍ତପୁର ରାସ୍ତାରେ ପଡୁଥିବା ଏହି ଗୁଡ୍ ଛକ ନିକଟରୁ ଆଜି ୨ ଜଣ ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ୍ ଓ ଚାଇଲ୍ଡ ଲାଇନ୍‌କୁ ଖବର ଦିଆଯାଇଛି।

କିଏ ଓ କାହିଁକି ଏ ଦୁଇ ନବଜାତ ଶିଶୁଙ୍କୁ ଏଠାରେ ଛାଡ଼ି ପଳାଇଲା, ତାହା ଜଣାପଡ଼ି ନାହିଁ। ତେବେ ଗୋଟିଏ ଶିଶୁର ମୁହଁ ଟିକେ କଳା ପଡ଼ିଯାଇଥିଲା।

ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos