ଦୁବାଇରେ ଫସି ରହିଛନ୍ତି ଦୁଇ ଓଡ଼ିଆ ଯୁବକ; ସାହାଯ୍ୟ ପାଇଁ ସୋଶାଲ୍‌ ମିଡିଆରେ କଲେ ନିବେଦନ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଦୁବାଇରେ ଦୁଇ ଜଣ ଓଡ଼ିଆ ଯୁବକ ଫସି ରହିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ବଡ଼କୁଟୁଣୀ ଗାଁର ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ। ଅଭିଯୋଗ ଅନୁସାରେ, ଜୁଲାଇ ୨୦ ତାରିଖରେ ଠିକାଦାର ସୁଶାନ୍ତ ମହାନ୍ତି ଉଭୟ  ଅଭିମନ୍ୟୁ ଓ ବାପୁନିଙ୍କୁ ଚାକିରି କରାଇ ଦେବା ପାଇଁ ଦୁବାଇକୁ ନେଇ ଯାଇଥିଲେ। ହେଲେ ସେଠାରେ ଠିକାଦାର ତାଙ୍କ ପାସପୋର୍ଟ ଜବତ କରି ରଖିବା ସହ ଖାଇବାକୁ ନ ଦେଇ ନିର୍ଯାତନା ଦେଉଛନ୍ତି। ସାହାଯ୍ୟ […]

dubaiii

dubaiii

Ordigital Desk
  • Published: Thursday, 09 August 2018
  • Updated: 09 August 2018, 03:03 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଦୁବାଇରେ ଦୁଇ ଜଣ ଓଡ଼ିଆ ଯୁବକ ଫସି ରହିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ବଡ଼କୁଟୁଣୀ ଗାଁର ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ।

ଅଭିଯୋଗ ଅନୁସାରେ, ଜୁଲାଇ ୨୦ ତାରିଖରେ ଠିକାଦାର ସୁଶାନ୍ତ ମହାନ୍ତି ଉଭୟ  ଅଭିମନ୍ୟୁ ଓ ବାପୁନିଙ୍କୁ ଚାକିରି କରାଇ ଦେବା ପାଇଁ ଦୁବାଇକୁ ନେଇ ଯାଇଥିଲେ। ହେଲେ ସେଠାରେ ଠିକାଦାର ତାଙ୍କ ପାସପୋର୍ଟ ଜବତ କରି ରଖିବା ସହ ଖାଇବାକୁ ନ ଦେଇ ନିର୍ଯାତନା ଦେଉଛନ୍ତି। ସାହାଯ୍ୟ ପାଇଁ ସେମାନେ ସୋଶାଲ୍ ମିଡିଆରେ ନିବେଦନ କରିଛନ୍ତି।

ସେମାନଙ୍କ ପରିବାର ଲୋକେ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story