ଶଳା ବାହାଘରରେ ଚାଲିଗଲା ଦୁଇ ଭିଣୋଇଙ୍କ ଜୀବନ

ଭଦ୍ରକ (ତପନ ସ୍ୱାଇଁ): ଶଳା ବାହାଘର ପାଇଁ ବରଯାତ୍ରୀରେ ଯାଇଥିବା ବେଳେ ଚାଲିଗଲା ଦୁଇ ଭିଣୋଇଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତକ ଦ୍ୱୟ ହେଲେ ରମେଶ ଦାସ ଓ କଦମ୍ବବନ୍ଧୁ ମିଶ୍ର। ରମେଶଙ୍କ ଘର ଅସ୍ତଳରେ ହୋଇଥିବା ବେଳେ କଦମ୍ବବନ୍ଧୁଙ୍କ ଘର ପାଳିଆରେ ବୋଲି ଜଣାପଡ଼ିଛି। ରମେଶ ଓ କଦମ୍ବବନ୍ଧୁ ଶଳା ବାହାଘର ପାଇଁ ବରଯାତ୍ରୀଙ୍କ ସହ ଝିଅ ଘରକୁ ବାହାରିଥିଲେ। ତିହିଡ଼ି ବ୍ଲକ୍ ଗୋଳାପୋଖରୀ ଛକରେ ଝିଅ ଘର ଅଭିମୁଖେ […]

accident

accident

Jitendra Garnayak
  • Published: Tuesday, 07 May 2019
  • Updated: 07 May 2019, 03:54 PM IST

Sports

Latest News

ଭଦ୍ରକ (ତପନ ସ୍ୱାଇଁ): ଶଳା ବାହାଘର ପାଇଁ ବରଯାତ୍ରୀରେ ଯାଇଥିବା ବେଳେ ଚାଲିଗଲା ଦୁଇ ଭିଣୋଇଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।

ମୃତକ ଦ୍ୱୟ ହେଲେ ରମେଶ ଦାସ ଓ କଦମ୍ବବନ୍ଧୁ ମିଶ୍ର। ରମେଶଙ୍କ ଘର ଅସ୍ତଳରେ ହୋଇଥିବା ବେଳେ କଦମ୍ବବନ୍ଧୁଙ୍କ ଘର ପାଳିଆରେ ବୋଲି ଜଣାପଡ଼ିଛି।

ରମେଶ ଓ କଦମ୍ବବନ୍ଧୁ ଶଳା ବାହାଘର ପାଇଁ ବରଯାତ୍ରୀଙ୍କ ସହ ଝିଅ ଘରକୁ ବାହାରିଥିଲେ। ତିହିଡ଼ି ବ୍ଲକ୍ ଗୋଳାପୋଖରୀ ଛକରେ ଝିଅ ଘର ଅଭିମୁଖେ ପ୍ରୋସେସନ୍‌ ଆରମ୍ଭ ହୋଇଥିଲା। ସେତେବେଳେ ଏ ଦୁଇ ଜଣ ରାସ୍ତାରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ କଦମ୍ବବନ୍ଧୁଙ୍କ ମୃତ୍ୟୁ ଘଟିଥିଲା।

ମୃତ ରମେଶଙ୍କ କାକା କହିଛନ୍ତି,“ରାସ୍ତାରେ ଦୁଇ ସଡ଼ୁ ଠିଆ ହୋଇ କଥା ହେଉଥିବା ବେଳେ ବୋଲେରୋଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମୋ ପୁତରାର ମୃତ୍ୟୁ ଘଟିଥଲା। ଡାକ୍ତରଖାନା ନେବା ବାଟରେ ତା’ ସଡ଼ୁଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରାଯାଉ, ଆମକୁ କ୍ଷତିପୂରଣ ଦିଆଯାଉ।”

ଏ ଘଟଣା ପରେ ଶୋକାକୂଳ ପରିବେଶ ମଧ୍ୟରେ ସେମାନଙ୍କ ଶଳାଙ୍କ ବାହାଘର ସଂପନ୍ନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story