ସୈନିକଙ୍କୁ ଠକି ଜେଲ୍‌ ଯାଇଥିଲେ, ଚିଟ୍‌ଫଣ୍ଡ କୋର୍ଟ ଶୁଣାଇଲେ ରାୟ

କଟକ (ଓଡ଼ିଶା ରିପୋର୍ଟର): ସୈନିକଙ୍କୁ ବାସପଯୋଗୀ ଜମି ଯୋଗାଇ ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଦୁଇ ଜଣଙ୍କୁ ଜେଲ ଦଣ୍ଡାଦେଶ। କଟକ ଚିଟ୍‌ଫଣ୍ଡ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ସୈନିକ ୱେଲ୍‌ଫେୟାର ଅର୍ଗନାଇଜେସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫଟେନାଣ୍ଟ କର୍ଣ୍ଣେଲ ରାକେଶ ରାଣା ଓ ବ୍ରୁକ୍‌ସନ୍‌ ଇନଫ୍ରା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ଆଇପିସିର ଧାରା ୪୨୦, ଓପିଆଇଡି ଆକ୍ଟର ଧାରା ୬ ଅନୁସାରେ ଉଭୟଙ୍କୁ ୫ […]

Sainik

Sainik

Manoranjan Sial
  • Published: Friday, 27 August 2021
  • Updated: 27 August 2021, 06:24 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସୈନିକଙ୍କୁ ବାସପଯୋଗୀ ଜମି ଯୋଗାଇ ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଦୁଇ ଜଣଙ୍କୁ ଜେଲ ଦଣ୍ଡାଦେଶ। କଟକ ଚିଟ୍‌ଫଣ୍ଡ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ସୈନିକ ୱେଲ୍‌ଫେୟାର ଅର୍ଗନାଇଜେସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫଟେନାଣ୍ଟ କର୍ଣ୍ଣେଲ ରାକେଶ ରାଣା ଓ ବ୍ରୁକ୍‌ସନ୍‌ ଇନଫ୍ରା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ପଣ୍ଡା।

ଆଇପିସିର ଧାରା ୪୨୦, ଓପିଆଇଡି ଆକ୍ଟର ଧାରା ୬ ଅନୁସାରେ ଉଭୟଙ୍କୁ ୫ ବର୍ଷ ଲେଖାଏଁ ଓ ଆଇପିସି ଧାରା ୪୦୬ ଅନୁସାରେ ୩ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଚିଟ୍‌ଫଣ୍ଡ କୋର୍ଟ। ସମାସ୍ତ ଦଣ୍ଡାଦେଶ ଏକ ସାଙ୍ଗେ ଚାଲିବାକୁ ଥିବାରୁ ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଭୋଗି ବାକୁ ପଡ଼ିବ। ଉଭୟଙ୍କୁ ଆଇପିସିର ୪୨୦ ଓ ଓପିଆଇଡି ଆକ୍ଟର ଧାରା ୬ରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସୈନିକ ୱେଲଫେୟାର ଅର୍ଗନାଇଜେସନ ଓ ବ୍ରୁକ୍‌ସନ୍‌ ଇନଫ୍ରାକୁ ୪ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ମାମଲାରେ ଅନ୍ୟତମ ଅଭିଯୁକ୍ତ ସୈନିକ ୱେଲଫେର ଅର୍ଗାନାଇଜେନର ଲିଆସିନିଂ ଅଫିସର ପ୍ରଦୀପ୍ତ କୁମାର ବାରିକଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।

ଅଭିଯୋଗ ଅନୁସାରେ ସୈନିକ ୱେଲଫେୟାର ଅର୍ଗନାଇଜେସନ ପକ୍ଷରୁ ଅବସରପ୍ରାପ୍ତ ଓ ଅବସ୍ଥାପିତ ସୈନିକମାନଙ୍କୁ ସୁଲଭ ମୂଲ୍ୟରେ ବାସପଯୋଗୀ ଜମି ଯୋଗାଇ ଦେବାକୁ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଥିଲା। ସଂସ୍ଥାର ୱେବସାଇଟ୍‌ ଜରିଆରେ ୨୦୧୦ରୁ ୨୦୧୫ ମସିହା ମଧ୍ୟରେ ମୋଟ୍‌ ୫୪୨ ଜଣ ଡିପୋଜିଟରଙ୍କଠାରୁ ୨୯ କୋଟି ଟଙ୍କା ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ କୌଣସି ଜମି ଦିଆଯାଇନଥିବା ବେଳେ ୪୯୦ ଜଣଙ୍କୁ ବିବାଦୀୟ ଜମି ଯୋଗାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ଜମି କିମ୍ୱା ଟଙ୍କା ଫେରସ୍ତ ନ ପାଇବାରୁ ୨୦୧୬ ମସିହା ମେ’ ୧୭ ତାରିଖରେ ପତିତପାବନ ବିଶ୍ୱାଳ ନାମକ ଜଣେ ଡିପୋଜିଟର କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି ସୈନିକ ୱେଲଫେୟାର ଅର୍ଗନାଇଜେନର ଅଧ୍ୟକ୍ଷ ରାକେଶ ରାଣା, ଲିଆସିନିଂ ଅଫିସର ପ୍ରଦୀପ୍ତ କୁମାର ବାରିକ ଓ ବ୍ରୁକ୍‌ସନ୍‌ ଇନଫ୍ରାର ପରିଚାଳିନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଇଓଡବ୍ଲ୍ୟୁ ଗିରଫ କରି କୋର୍ଟ ଚାଲାନ କରିଥିଲା। ମାମଲାର ବିଚାର କରି ମୋଟ୍‌ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଅନେକ ଦସ୍ତାବିଜ ଆଧାରରେ ଚିଟ୍‌ଫଣ୍ଡ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story