କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରି ୨ ଗିରଫ

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଧାମନଗର ଶ୍ୟାମପୁରର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରି ସୂଚନା ଦେଇଛନ୍ତି। ଗତ ସଂଧ୍ୟାରେ ଦୈନିକ ସମ୍ବାଦପତ୍ରର ସ୍ଥାନୀୟ […]

bhadrak

bhadrak

Manoranjan Sial
  • Published: Sunday, 11 October 2020
  • Updated: 11 October 2020, 03:51 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଧାମନଗର ଶ୍ୟାମପୁରର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରି ସୂଚନା ଦେଇଛନ୍ତି।

ଗତ ସଂଧ୍ୟାରେ ଦୈନିକ ସମ୍ବାଦପତ୍ରର ସ୍ଥାନୀୟ ପ୍ରତିନିଧି ସଞ୍ଜୀବ ମହାନ୍ତି ଖବର ପଠାଇବା ଲାଗି ମେଡିକାଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦେବେନ୍ଦ୍ର ଆସି ତାଙ୍କୁ ହଠାତ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସାମ୍ବାଦିକ ଦେବେନ୍ଦ୍ରକୁ ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story