ମୁଁ ସାବିତ୍ରୀ କହୁଛି- “ତୁମେ ଫେରିଆସିବ”

ବାସୁଦେବପୁର/ଭୁବନେଶ୍ୱର(କିରିଟ/ଅର୍ଚ୍ଚନା): ସେ’ଦିନ ଯମଠାରୁ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ। ଆଜି ଠିକ୍‌ ସେମିତି ଦୁଇ ଜଣ ସାବିତ୍ରୀ ଯମ ସହିତ ଲଢ଼ୁଛନ୍ତି। ଆଉ ସେମାନଙ୍କର ଆତ୍ମବିଶ୍ୱାସ ଅଛି, ଯମ ହାରିବ ଓ ସେମାନେ ଜିତିବେ। ଇକ୍‌ମୋ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିବେ ସେମାନଙ୍କ ସ୍ୱାମୀ। ଏମିତି ଦୁଇ ଜଣ ସାବିତ୍ରୀ ହେଉଛନ୍ତି ମୌସୁମୀ ମହାନ୍ତି ଓ ପ୍ରତିଭା ପ୍ରିୟଦର୍ଶିନୀ। ବାସୁଦେବପୁର ଅଭିଷେକ ମହାପାତ୍ରଙ୍କୁ ବିବାହ କରିଥିଲେ ମୌସୁମୀ ମହାନ୍ତି। ବିବାହକୁ ୮ ଦିନ […]

Two Sabitri

Two Sabitri

Manoranjan Sial
  • Published: Thursday, 10 June 2021
  • Updated: 10 June 2021, 09:50 PM IST

Sports

Latest News

ବାସୁଦେବପୁର/ଭୁବନେଶ୍ୱର(କିରିଟ/ଅର୍ଚ୍ଚନା): ସେ’ଦିନ ଯମଠାରୁ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ। ଆଜି ଠିକ୍‌ ସେମିତି ଦୁଇ ଜଣ ସାବିତ୍ରୀ ଯମ ସହିତ ଲଢ଼ୁଛନ୍ତି। ଆଉ ସେମାନଙ୍କର ଆତ୍ମବିଶ୍ୱାସ ଅଛି, ଯମ ହାରିବ ଓ ସେମାନେ ଜିତିବେ। ଇକ୍‌ମୋ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିବେ ସେମାନଙ୍କ ସ୍ୱାମୀ। ଏମିତି ଦୁଇ ଜଣ ସାବିତ୍ରୀ ହେଉଛନ୍ତି ମୌସୁମୀ ମହାନ୍ତି ଓ ପ୍ରତିଭା ପ୍ରିୟଦର୍ଶିନୀ।

ବାସୁଦେବପୁର ଅଭିଷେକ ମହାପାତ୍ରଙ୍କୁ ବିବାହ କରିଥିଲେ ମୌସୁମୀ ମହାନ୍ତି। ବିବାହକୁ ୮ ଦିନ ଯାଇନି ସୁଖର ସଂସାର ଆରମ୍ଭ ହେଉ ହେଉ କରୋନାରେ ଆକ୍ରାନ୍ତ ହେଲେ ସ୍ୱାମୀ ଅଭିଷେକ। ଦେଖୁ ଦେଖୁ ସ୍ଥିତି ବିଗିଡ଼ିଗଲା। ଜୀବନ ବଞ୍ଚାଇବା ପାଇଁ ଶେଷ ଭରସା ଭାବେ ଇକମୋ ସହାୟତାରେ କୋଲକାତାରେ ଚାଲିଛି ତାଙ୍କ ଚିକିତ୍ସା। ତେବେ ବଡ଼ କଥା ହେଉଛି, ଯେଉଁ ଚିକିତ୍ସା ସୁବିଧା ହାସଲ କରିବା ତାଙ୍କ ପାଇଁ ସ୍ୱପ୍ନ, ଭଗବାନଙ୍କ କୃପାରୁ ସେଇ ସୁବିଧା ଏବେ ତାଙ୍କ ସ୍ୱାମୀଙ୍କୁ ମିଳିଛି। ଆଗକୁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ଏଥିପାଇଁ ପଇସା ନାହିଁ। ତଥାପି ଭରସା ଅଛି, ପାଖରେ କିଛି ନଥାଇ ମଧ୍ୟ ଏଯାଏଁ ଯେମିତି ହୋଇ ଚାଲିଛି, ଆଗକୁ ସେମିତି ସହଯୋଗର ହାତ ଲମ୍ବିବ। ନିଶ୍ଚିତ ସୁସ୍ଥ ହେବେ ସ୍ୱାମୀ। ଏବର୍ଷ ସାବିତ୍ରୀରେ ନହେଲା ନାହିଁ, ଆରଥରକୁ ସାବିତ୍ରୀକୁ ତାଙ୍କ ସତ୍ୟବାନ ପାଖରେ ପାଇବେ।

 ମୋ ଆୟୂଷ ତାଙ୍କୁ ଲାଗୁ... ସେ ଜଲ୍‌ଦି ଭଲ ହୋଇ ଆସନ୍ତୁ... ଭଗବାନ ମୋତେ ଆଶୀର୍ବାଦ ଦିଅନ୍ତୁ: ମୌସୁମୀ

ଆଉ ଜଣେ ସାବିତ୍ରୀ ହେଉଛନ୍ତି ପ୍ରତିଭା ପ୍ରିୟଦର୍ଶିନୀ। ସେ ଦିବ୍ୟରଞ୍ଜନ ବେହେରାଙ୍କୁ ବିବାହ କରିଥିଲେ। ବାହାଘରକୁ ବର୍ଷେ ପୂରିନି। ପୁଅର ଏକୋଇଶିଆରେ କରୋନାରେ ଆକ୍ରାନ୍ତ ହେଲେ ସ୍ୱାମୀ ଦିବ୍ୟରଞ୍ଜନ। ତା’ପରଠାରୁ ସେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନଥିଲା। ସ୍ଥିତି ବିଗୁଡ଼ୁଥିବାରୁ ତାଙ୍କୁ ସମ୍‌ ହସ୍ପିଟାଲ୍‌ରେ ଜୀବନରକ୍ଷାକାରୀ ଇକ୍‌ମୋ ଚିକିତ୍ସା ଦିଆଯାଉଛି। ହେଲେ ଏ ବ୍ୟୟବହୁଳ ଚିକିତ୍ସାର ଭାର ବୋହିବାକୁ ପ୍ରତିଭାଙ୍କ ପାଖରେ ଅର୍ଥ ନାହିଁ। ହସ୍ପିଟାଲ୍ ବିଲ୍ ଦିଆ ହୋଇନି। ଦିବ୍ୟରଞ୍ଜନଙ୍କ ଚିକିତ୍ସା ଚାଲିଛି। କିନ୍ତୁ ଆଗକୁ କେତେ ଦିନ ଏ ଲଢ଼େଇ ଚାଲିବ, ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ? ଯମ ଦୂଆରୁ ସ୍ୱାମୀଙ୍କ ଜୀବନ କେମିତି ଫେରିବ? ସେଇ ଚିନ୍ତା ସହ ପ୍ରଥମ ସାବିତ୍ରୀ ବ୍ରତ ରଖି ଦିବ୍ୟରଞ୍ଜନଙ୍କ ଜୀବନ ଭିକ୍ଷା କରୁଛନ୍ତି ପ୍ରତିଭା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story