ଧରିତ୍ରୀ କୋଳରେ ସଙ୍ଗମ କଲେ ଦୁଇ ଅହିରାଜ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଧରିତ୍ରୀ କୋଳରେ ସଙ୍ଗମ କଲେ ଦୁଇ ଅହିରାଜ। ଯାହା ପ୍ରକୃତିକୁ କରିଛି ଶୋଭାବର୍ଦ୍ଧନ। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଅହିରାଜଙ୍କ ଖେଳକୁ ଦେଖି ମନଭରି ଉପଭୋଗ କରିଥିଲେ। ଗୁରୁବାର ଅପରାହ୍ନରେ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏପରି ମନୋରମ ଦୃଶ୍ୟ। ଗଜପତି ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଗଣ୍ଡାହାତୀ ଜଳପ୍ରପାତ। ବିଶେଷ କରି ବର୍ଷା ଦିନରେ ଏଠାକୁ ବହୁ ପରିମାଣରେ ପାଣି ଆସିଥାଏ। ଆଉ ସେହି ପାଣି ଗଣ୍ଡାହାତୀ ଜଳପ୍ରପାତର ସୋନ୍ଦର୍ଯ୍ୟକୁ […]

Snake

Snake

Manoranjan Sial
  • Published: Friday, 17 September 2021
  • Updated: 17 September 2021, 07:05 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଧରିତ୍ରୀ କୋଳରେ ସଙ୍ଗମ କଲେ ଦୁଇ ଅହିରାଜ। ଯାହା ପ୍ରକୃତିକୁ କରିଛି ଶୋଭାବର୍ଦ୍ଧନ। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଅହିରାଜଙ୍କ ଖେଳକୁ ଦେଖି ମନଭରି ଉପଭୋଗ କରିଥିଲେ। ଗୁରୁବାର ଅପରାହ୍ନରେ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏପରି ମନୋରମ ଦୃଶ୍ୟ।

ଗଜପତି ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଗଣ୍ଡାହାତୀ ଜଳପ୍ରପାତ। ବିଶେଷ କରି ବର୍ଷା ଦିନରେ ଏଠାକୁ ବହୁ ପରିମାଣରେ ପାଣି ଆସିଥାଏ। ଆଉ ସେହି ପାଣି ଗଣ୍ଡାହାତୀ ଜଳପ୍ରପାତର ସୋନ୍ଦର୍ଯ୍ୟକୁ ଦ୍ଵି’ଗୁଣିତ କରିଦିଏ। ପ୍ରକୃତିର ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଥାନ୍ତି ବହୁ ପର୍ଯ୍ୟଟକ। ସେପଟେ ବର୍ଷାର ଭିଜା ମାଟିରେ ପ୍ରକୃତି କୋଳରେ ପ୍ରଣୟ କରୁଛନ୍ତି ଆସନ୍ତି ସାପ। ଯାହାର ଅପରୂପ ଦୃଶ୍ୟ ଦେଖିବାକୁ ମିଳିଛି ଗଣ୍ଡାହାତୀ ଜଳପ୍ରପାତରେ। ଦୁଇଟି ବିରାଟକାୟ ଅହିରାଜ ପ୍ରଣୟରେ ମାତିଥିବା ଦେଖିବାକୁ ମିଳିଛି।

ଗୁରୁବାର ଗଣ୍ଡାହାତୀ ଜଳପ୍ରପାତର ପାଦ ଚଲା ରାସ୍ତାରେ ଅହିରାଜଙ୍କ ପ୍ରଣୟ ଦୃଶ୍ୟ ପର୍ଯ୍ୟଟକଙ୍କ ମନମୋହିଥିଲା। ବନବିଭାଗର କହିବା ଅନୁସାରେ ଅପରାହ୍ନ ପ୍ରାୟ ୪ଟାରୁ ୫ଟା ଭିତରେ କମ୍‌ ପର୍ଯ୍ୟଟକ ଥିଲେ। ଠିକ୍‌ ସେହି ସମୟରେ ସାପ ଦୁଇଟି ସଙ୍ଗମ କରିବାକୁ ସମସ୍ତଙ୍କ ସମ୍ମୁଖକୁ ଆସିଥିଲେ। ସେମାନେ ପାଖାପାଖି ୨୦ ମିନିଟ୍‌ ଧରି ସଙ୍ଗମ୍‌ କରି ପାଖ ଜଙ୍ଗଲକୁ ଫେରି ଯାଇଥିଲେ। ବହୁ ଦିନ ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ସେମାନେ କାହାରି କିଛି କ୍ଷତି ଘଟାଇନଥିବା କହିଛନ୍ତି ବନ କର୍ମଚାରୀ।

ସୂଚନାରୁ ପ୍ରକାଶ, ବର୍ଷା ଋତୁରେ ସାପମାନେ ସଙ୍ଗମ କରିଥାଆନ୍ତି। ସେହି ସମୟରେ ଅତି ହିଂସ୍ର ହୋଇଯାଆନ୍ତି। ସେଥିପାଇଁ ଅନେକ ଅଭୟାରଣ୍ୟରେ ବର୍ଷା ଦିନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଥାଏ। କିନ୍ତୁ ଗଣ୍ଡାହାତୀ ଜଳପ୍ରପାତ ବର୍ଷସାରା ଖୋଲା ରହିଛି। ସବୁ ସମୟରେ ପର୍ଯ୍ୟଟକମାନେ ଏଠାକୁ ଆସିଥାଆନ୍ତି। ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଘନ ଜଙ୍ଗଲ ହୋଇଥିବାରୁ ବହୁ ପ୍ରଜାତିର ସାପ ବାସ କରିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story