ଟ୍ୟୁସନ୍‌ ଯାଉଥିବା ପିଲାଙ୍କ ଉପରେ ମାଡ଼ିଗଲା କାର୍‌

ପିପିଲି(ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲି ଚାଲି ଟ୍ୟୁସନ୍‌ ଯାଉଥିବା ପିଲାଙ୍କ ଉପରେ ମାଡ଼ିଗଲା କାର୍‌। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପିପିଲିରେ ଘଟିଛି। ଫଳରେ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା ଆଜି ସନ୍ଧ୍ୟାବେଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବାର କାର୍‌ ପିପିଲି ଗୁଡ଼ିଆ ପୋଖରୀ ନିକଟରେ ଭାରସାମ୍ୟ […]

Pipili

Pipili

Manoranjan Sial
  • Published: Thursday, 07 October 2021
  • Updated: 07 October 2021, 09:40 PM IST

ପିପିଲି(ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲି ଚାଲି ଟ୍ୟୁସନ୍‌ ଯାଉଥିବା ପିଲାଙ୍କ ଉପରେ ମାଡ଼ିଗଲା କାର୍‌। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପିପିଲିରେ ଘଟିଛି। ଫଳରେ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା

ଆଜି ସନ୍ଧ୍ୟାବେଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବାର କାର୍‌ ପିପିଲି ଗୁଡ଼ିଆ ପୋଖରୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଯାଉଥିବା ଟ୍ୟୁସନ୍‌ ପିଲାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଦୁଇ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ପିଲା।

ପିଲାମାନଙ୍କୁ କାର୍‌ଟି ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ଏକ କାର୍‌କୁ ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ସନ୍ଧ୍ୟା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ସହିତ କାର୍‌ ଚାଳକୁ କାବୁ କରିନେଇଥିଲେ। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକକୁ ଅଟକ ରଖିଛି। ପରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କରିଥିଲା। ଯାହାଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story