‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ରାଜ୍ୟ ବାହାରୁ ଆସିବେ ଦୁଇଟି ଟିମ୍‌

ଅନୁଗୋଳ (ବିରଜା ଦାସ): ସାତକୋଶିଆ ବନ୍ୟଜନ୍ତୁ ଅଭ୍ୟାୟରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ସମସ୍ତ ଉଦ୍ୟମ ଫେଲ୍ ମାରିବା ପରେ ଓଡ଼ିଶା ସରକାର ଏବେ ମଧ୍ୟପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ସୁଦର୍ଶନ ପଣ୍ଡା ଏନେଇ ସୂଚନା ଦେଇ କହିଛନ୍ତି ଯେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଓଡ଼ିଶା ସରକାର ୩ଟି ଟିମ୍ ନିୟୋଜିତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ତେଣୁ ସୁନ୍ଦରୀକୁ କାବୁ କରିବା ପାଇଁ […]

two-teams-from-madhya-pradesh-will-be-deployed-to-tranquilise-tigress-sundari]

Manoranjan Sial
  • Published: Thursday, 25 October 2018
  • Updated: 25 October 2018, 05:15 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆ ବନ୍ୟଜନ୍ତୁ ଅଭ୍ୟାୟରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ସମସ୍ତ ଉଦ୍ୟମ ଫେଲ୍ ମାରିବା ପରେ ଓଡ଼ିଶା ସରକାର ଏବେ ମଧ୍ୟପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ସୁଦର୍ଶନ ପଣ୍ଡା ଏନେଇ ସୂଚନା ଦେଇ କହିଛନ୍ତି ଯେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଓଡ଼ିଶା ସରକାର ୩ଟି ଟିମ୍ ନିୟୋଜିତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ତେଣୁ ସୁନ୍ଦରୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି। କାହ୍ନା ଜାତୀୟ ଉଦ୍ୟାନ ଓ ପେଞ୍ଚ ବାଘ୍ର‌୍ୟ ସଂରକ୍ଷଣ ପ୍ରକଳ୍ପରୁ ୨ଟି ବିଶେଷଜ୍ଞ ଟିମ୍ ପଠାଇବାକୁ ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜି ହୋଇଛନ୍ତି। ଆସନ୍ତା ଦୁଇତିନି ମଧ୍ୟରେ ଏହି ଟିମ୍ ସାତକୋଶିଆରେ ପହଞ୍ଚି ‘ଅପରେସନ୍ ସୁନ୍ଦରୀ’ ଆରମ୍ଭ କରିବ।

ଟ୍ରାଙ୍କୁଲାଇଜ୍‌ ପାଇଁ ତୃତୀୟ ଦିନରେ ୩ଟି ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମଧ୍ୟ ‘ସୁନ୍ଦରୀ’କୁ ଧରିବାକୁ ଚାଲିଥିବା ତୃତୀୟ ପର୍ଯ୍ୟୟ ଅଭିଯାନ ଫେଲ୍ ମାରିଥିଲା। ଦୁଇ ଦିନ ଦୁଇ ରାତି ବିତିଥିଲେ ମଧ୍ୟ ଏଯାଏ ଧରାପଡ଼ିନି ମଣିଷଖିଆ ବାଘୁଣୀ। ‘ସୁନ୍ଦରୀ’କୁ ଧରିବାର ମିଶନ ଫେଲ୍ ମାରୁଥିବାରୁ ଫେରି ଯାଇଛନ୍ତି OUAT ବିଶେଷଜ୍ଞ। ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ନେଇ ଚତୃର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି।

‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଗତକାଲି ରାତିରେ ବିଶେଷଜ୍ଞ ଟିମ୍ କୁମୁରୀ ଗାଁ ନିକଟ ବାଘମୁଣ୍ଡା ପାହାଡ଼ରେ ମଞ୍ଚା ବାନ୍ଧି ଜଗିଥିଲେ। ବାଘୁଣୀକୁ ଟ୍ରାପ୍ କରିବା ପାଇଁ ତଳେ ଗୋଟିଏ ଛେଳି ମଧ୍ୟ ବାନ୍ଧି ରଖିଥିଲେ। ଏପରିକି ବାଘୁଣୀକୁ ଆକର୍ଷିତ କରିବା ପାଇଁ ପୁରୁଷ ବାଘର ପରିସ୍ରା ବି ଛିଞ୍ଚିଥିଲେ। ପରିସ୍ରାର ଗନ୍ଧ ବାରି ଅନ୍ଧାର ରାତିରେ ‘ସୁନ୍ଦରୀ’ ଏଠିକୁ ଆସିଥିଲା। ହେଲେ ତାକୁ ଟ୍ରାଙ୍କୁଲାଇଜ୍ ଉଦ୍ୟମ କଲା ବେଳକୁ ସେ ଡିଆଁ ମାରି ପଳାଇ ଯାଇଥିଲା।

ଉଲ୍ଲେଖଯୋଗ୍ୟ ଜୁନ୍ ୨୮ ତାରିଖରେ ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବାଗଡ଼ ବାଘ୍ର‌୍ୟ ସଂରକ୍ଷଣ ଜଙ୍ଗଲରୁ ଓଡ଼ିଶାର ସାତକୋଶିଆ ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୪୫ଦିନ ମଧ୍ୟରେ ‘ସୁନ୍ଦରୀ’ ୨ଜଣ ଲୋକଙ୍କୁ ହତ୍ୟା କରିଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ତାକୁ କାବୁ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇ ଏବେ ଅପରେସନ୍ ଚଳାଇଛନ୍ତି। ମାତ୍ର କୌଣସି ସଫଳତା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story