ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ମହିଳା

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଅଘଟଣ। ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ମହିଳା। କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଉଭୟେ। ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ସମ୍ପର୍କରେ ମା-ଝିଅ କହୁଥିଲା ବେଳେ ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କୁହାଯାଉଛି ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଛନ୍ତି। ତେବେ କୂଳରେ ପହଞ୍ଚିଲେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।

6nm

Tapas Behera
  • Published: Wednesday, 08 July 2020
  • , Updated: 08 July 2020, 05:51 PM IST

Related story