ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ଗୁଣ୍ଡାଗିରି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ଗୁଣ୍ଡାଗିରି। ବାଇକ୍‌ରେ ଯାଉଥିବା ଅନ୍ୟ ଜଣଙ୍କୁ ଅଟକାଇ ପିଟିଲେ ୨ ଯୁବକ।୨ ଯୁବକଙ୍କ ମାଡ଼ରେ ବାଇକ୍ ଆରୋହୀ ଯୁବକ ରକ୍ତାକ୍ତ ହୋଇଛି। ରକ୍ତାକ୍ତ ଯୁବକଙ୍କୁ ଲୋକଙ୍କ ସହାୟତାରେ ଉଦ୍ଧାର କଲା ପୁଲିସ। ଆକ୍ରମଣ କରି ଦୌଡ଼ି ପଳାଉଥିବା ଜଣେ ଯୁବକଙ୍କୁ ଧରିଲେ ଲୋକେ। ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇଛି। ଯୁବକଙ୍କୁ ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡ଼ିନି।

876

876

Tapas Behera
  • Published: Sunday, 31 January 2021
  • Updated: 31 January 2021, 09:14 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ଗୁଣ୍ଡାଗିରି। ବାଇକ୍‌ରେ ଯାଉଥିବା ଅନ୍ୟ ଜଣଙ୍କୁ ଅଟକାଇ ପିଟିଲେ ୨ ଯୁବକ।୨ ଯୁବକଙ୍କ ମାଡ଼ରେ ବାଇକ୍ ଆରୋହୀ ଯୁବକ ରକ୍ତାକ୍ତ ହୋଇଛି।

ରକ୍ତାକ୍ତ ଯୁବକଙ୍କୁ ଲୋକଙ୍କ ସହାୟତାରେ ଉଦ୍ଧାର କଲା ପୁଲିସ। ଆକ୍ରମଣ କରି ଦୌଡ଼ି ପଳାଉଥିବା ଜଣେ ଯୁବକଙ୍କୁ ଧରିଲେ ଲୋକେ। ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇଛି। ଯୁବକଙ୍କୁ ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story