ମାଛ ଧରିବାକୁ ଯାଇଥିଲେ, ପାଣି ଆସିବାରୁ ଗଛରେ ଚଢ଼ିଗଲେ

ନୂଆପଡା (ମାୟାଧର ସରାଫ): ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ପାଣି ମାଡ଼ି ଆସିଲା। ଜୀବନ ବିକଳରେ ଗଛ ଉପରକୁ ଚଢ଼ିଗଲେ। ଦିନ ସାରା ଦୁଇ ଜଣ ଗଛରେ ରହିଲେ। ସନ୍ଧ୍ୟାରେ ୩ ଘଣ୍ଟାର କସରତ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପୂରା ଘଟଣାଟି ଏମିତି। କୋମନା ଥାନା ନାଏକପଡା ଗାଁର ରାମେଶ୍ୱରର ଭୁଏ(୬୦) ଓ ଧନସିଂ ପହରିଆ(୪୦) ଆଜି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପର କେଚମେଣ୍ଟ ଅଞ୍ଚଳକୁ […]

Nuapada

Nuapada

Manoranjan Sial
  • Published: Saturday, 31 July 2021
  • Updated: 31 July 2021, 09:41 PM IST

Sports

Latest News

ନୂଆପଡା (ମାୟାଧର ସରାଫ): ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ପାଣି ମାଡ଼ି ଆସିଲା। ଜୀବନ ବିକଳରେ ଗଛ ଉପରକୁ ଚଢ଼ିଗଲେ। ଦିନ ସାରା ଦୁଇ ଜଣ ଗଛରେ ରହିଲେ। ସନ୍ଧ୍ୟାରେ ୩ ଘଣ୍ଟାର କସରତ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମିତି। କୋମନା ଥାନା ନାଏକପଡା ଗାଁର ରାମେଶ୍ୱରର ଭୁଏ(୬୦) ଓ ଧନସିଂ ପହରିଆ(୪୦) ଆଜି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପର କେଚମେଣ୍ଟ ଅଞ୍ଚଳକୁ ମାଛ ଧରିବାକୁ ଯାଇଥିଲେ। ହଠାତ ଜଳ ଭଣ୍ତାର ପାଣି ବଢିଯାଇଥିଲା। ଜୀବନ ରକ୍ଷା କରିବା ପାଇଁ ଦୁଇ ଜଣ ଏକ ଗଛ ଉପରେ ଚଢି ଯାଇଥିଲେ। ପାଣିର ପ୍ରଖର ଏତେ ଥିଲେ ଯେ ସେମାନେ ତଳକୁ ଆସି ପାରିନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ସେମିତି ଗଛରେ ଥିଲେ।

ସେପଟେ ରାମେଶ୍ୱର ଓ ଧନସିଂ ଘରକୁ ଫେରିବାରେ ବିଳମ୍ୱ ହେଉଥିବାରୁ ପରିବାର ଲୋକେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଅଞ୍ଚଳକୁ ଆସିଥିଲେ। ସେଠାରେ ଦୁଇ ଜଣଙ୍କୁ ଗଛରେ ଥିବା ଦେଖି କୋମନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ମାତ୍ର ପାଣି ଭିତରେ ଥିବା ଗଛ ପାଖକୁ ଯିବା ସମ୍ଭବ ହୋଇନଥିବାରୁ ୬୦ କିମି ଦୂର ଖରିଆର ରୋଡ୍‌ ଫାୟାର ଷ୍ଟେସନରୁ ଡଙ୍ଗା ପାଇଁ ଖବର ଦେଇଥିଲେ। ସେଠାରେ ଡଙ୍ଗା ପହଞ୍ଚିଥିଲା। ହେଲେ ବୁଦା ଥିବାରୁ ଗଛ ମୂଳକୁ ଡଙ୍ଗା ଯାଇପାରିନଥିଲା। ଶେଷରେ କୋମନା ଫାୟାର ଷ୍ଟେସନର ଷ୍ଟେସନ ମାଷ୍ଟର ଏସ୍‌.ଦିଲ୍ଲୀପ କୁମାରଙ୍କ ଟିମ୍‌ ଲାଇଫ ଜ୍ୟାକେଟ୍‌ ଲଗାଇ ପାଣି ଭିତରକୁ ପସିଥିଲେ। ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ୨ ଜଣ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story