ପୁଅକୁ ଭଲ କରିବା ପାଇଁ ମା’ଙ୍କୁ ଚେଙ୍କ; ଗୁଣିଆ ଅଟକ

ଉଦଳା: ପୁଅ ଦେହ ଭଲ କରିବା ପାଇଁ ଜଣେ ମହିଳାଙ୍କ ଦେହରେ ଚେଙ୍କ ଦିଆଯାଇଛି। ଡାହାଣୀ ସନ୍ଦେହରେ ସମ୍ପୃକ୍ତ ମହିଳାଙ୍କୁ ଗୁଣିଆ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଳିଆସାହି ଗଡ଼ିଆପାଳ ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଗୁଣିଆ ଛୋଟରାଏ ମୁର୍ମୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗଡ଼ିଆପାଳ ଗାଁର ଚମ୍ପା ସୋରେନଙ୍କ ପୁଅ ଦୀର୍ଘ ଦିନ ଧରି […]

udla-ra-blanding

udla-ra-blanding

Rakesh Mallick
  • Published: Friday, 14 April 2017
  • Updated: 14 April 2017, 09:26 PM IST

Sports

Latest News

ଉଦଳା: ପୁଅ ଦେହ ଭଲ କରିବା ପାଇଁ ଜଣେ ମହିଳାଙ୍କ ଦେହରେ ଚେଙ୍କ ଦିଆଯାଇଛି। ଡାହାଣୀ ସନ୍ଦେହରେ ସମ୍ପୃକ୍ତ ମହିଳାଙ୍କୁ ଗୁଣିଆ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଳିଆସାହି ଗଡ଼ିଆପାଳ ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଗୁଣିଆ ଛୋଟରାଏ ମୁର୍ମୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଗଡ଼ିଆପାଳ ଗାଁର ଚମ୍ପା ସୋରେନଙ୍କ ପୁଅ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ଯେତେ ଔଷଧ ଖାଉଥିଲେ ମଧ୍ୟ ଭଲ ହେଉ ନ ଥିଲା। ଡାକ୍ତରୀ ବିଦ୍ୟାଠାରୁ ନିରାଶ ହୋଇ ଚମ୍ପା ତାଙ୍କ ପୁଅକୁ ଶାଳଚୁଆ ବାଲିଘର ଗାଁର ଗୁଣିଆ ଛୋଟରାଏଙ୍କ ପାଖକୁ ନେଇଥିଲେ। ପୂଜାପାଠ କଲେ ପୁଅ ଦେହ ଭଲ ହୋଇଯିବ ବୋଲି ଛୋଟୁରାଏ କହିଥିଲେ।

ଛୋଟୁରାଏଙ୍କ ଦାବି ମୂତାବକ ଚମ୍ପା ୫,୦୦୦ ଟଙ୍କା ଦେବା ପରେ ପୂଜା ହୋଇଥିଲା। ମାତ୍ର ପୁଅ ଦେହ ଭଲ ନ ହେବାରୁ ଚମ୍ପା ପୁଣିଥରେ ଛୋଟୁରାଏଙ୍କ ପାଖକୁ ଯାଇଥିଲେ। ଆଉଥରେ ପୂଜା କଲେ ପୁଅ ଦେହ ଭଲ ହେବ ବୋଲି ଛୋଟୁରାଏ କହିଥିଲା।

ଗତ ମାର୍ଚ୍ଚ ୧୪ ତାରିଖରେ ଛୋଟୁରାଏ ୧୦,୦୦୦ ଟଙ୍କା ନେବା ପରେ ପୂଜାପାଠ କରିଥିଲେ। ଡାହାଣୀ ସନ୍ଦେହରେ ସେ ଚମ୍ପାଙ୍କ ମୁହଁ ଓ ଶରୀର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲା। ଏପରିକି ନିଆଁରେ ଚମ୍ପାଙ୍କ ମୁହଁକୁ ମାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଉଭୟଙ୍କୁ ଏକ ଘରେ ବନ୍ଦୀ କରି ରଖିଥିଲା। ଏ ସମ୍ପର୍କରେ ଗାଁ ଲୋକେ ଜାଣିପାରି ସେମାନଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story