ୟୁଜି/ପିଜି ପରୀକ୍ଷା: ଶିକ୍ଷକଙ୍କ ମୁଣ୍ଡରେ ପିଲାଙ୍କ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍‌ରେ ୟୁଜି/ପିଜି ଫାଇନାଲ୍‌ ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିବା ବେଳେ ପିଲାମାନେ କିପରି ପରୀକ୍ଷା ଦେଇପାରିବେ, ସେଥିପାଇଁ ଆଜି ଶିକ୍ଷକମାନଙ୍କୁ ‘ମେଣ୍ଟର’ ଦାୟିତ୍ୱ ଦିଆଯାଇଛି। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୟୁଜି/ପିଜି ପରୀକ୍ଷା ନେଇ ପୂର୍ବରୁ ସମସ୍ତ କୁଳପତିମାନଙ୍କ ସହିତ ଆଲୋଚନା ହୋଇଥିଲା। ସେହି ଆଲୋଚନା ପ୍ରକାରେ ପରୀକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ […]

arun-sahu

arun-sahu

Niharika Rout
  • Published: Friday, 25 June 2021
  • Updated: 25 June 2021, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍‌ରେ ୟୁଜି/ପିଜି ଫାଇନାଲ୍‌ ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିବା ବେଳେ ପିଲାମାନେ କିପରି ପରୀକ୍ଷା ଦେଇପାରିବେ, ସେଥିପାଇଁ ଆଜି ଶିକ୍ଷକମାନଙ୍କୁ ‘ମେଣ୍ଟର’ ଦାୟିତ୍ୱ ଦିଆଯାଇଛି। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୟୁଜି/ପିଜି ପରୀକ୍ଷା ନେଇ ପୂର୍ବରୁ ସମସ୍ତ କୁଳପତିମାନଙ୍କ ସହିତ ଆଲୋଚନା ହୋଇଥିଲା। ସେହି ଆଲୋଚନା ପ୍ରକାରେ ପରୀକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଆଜି ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଏଥିରେ ମେଣ୍ଟର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲାଙ୍କୁ ନେଇ ଏହି ମେଣ୍ଟର ବ୍ୟବସ୍ଥା କରିବାକୁ କୁହାଯାଇଛି। ଶିକ୍ଷକମାନେ ଏହି ମେଣ୍ଟର ଦାୟିତ୍ୱରେ ରହିବେ। ଏହାକୁ ଆଜିଠାରୁ ମଧ୍ୟ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କୌଣସି କଲେଜର ଅର୍ଥନୀତି ବିଭାଗରେ ୩୨ ଛାତ୍ରଛାତ୍ରୀ ଅଛନ୍ତି, ତା’ହେଲେ ପ୍ରତି ୮ ଜଣରେ ଜଣେ ଶିକ୍ଷକ ‘ମେଣ୍ଟର’ ଦାୟିତ୍ୱରେ ରହିବେ। ସେହି ପିଲାମାନେ କିଭଳି ପରୀକ୍ଷା ଦେଇପାରିବେ, ସେ କଥା ସେହି ଶିକ୍ଷକ ବୁଝିବେ।  ସେହିପରି ଯଦି କୌଣସି ପିଲା ଘରେ ପରୀକ୍ଷା ଦେବାର ସୁବିଧା ନ ଥିବ, ତା’ହେଲେ ସେ ନିକଟସ୍ଥ ଡିଗ୍ରୀ କଲେଜରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବ। ତାଙ୍କ ପରୀକ୍ଷା ଦାୟିତ୍ୱ ସମ୍ପୃକ୍ତ କଲେଜ ନେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story