ଉମରକୋଟ: ଭାଲୁ ଆକ୍ରମଣରେ ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋର୍ ନିକଟ ଚନ୍ଦାହାଣ୍ଡି ବ୍ଲକ ଫଟକି ଗାଁରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗାଁର ଦୁଇ ମହିଳା ଫଟକି ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର […]

umarkot

Rakesh Mallick
  • Published: Tuesday, 14 June 2016
  • , Updated: 15 June 2016, 09:51 AM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋର୍ ନିକଟ ଚନ୍ଦାହାଣ୍ଡି ବ୍ଲକ ଫଟକି ଗାଁରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗାଁର ଦୁଇ ମହିଳା ଫଟକି ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିବାରୁ ୨ ଜଣ ଆହତ ହୋଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇ ମୃତଦେହ ଉଦ୍ଧାର କରିଛି।

Related story