ଭାରତରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଅର୍ଗାନାଇଜେସନ୍‌ ଅଫ୍‌ ଦି ପେଟ୍ରୋଲିୟମ୍‌ ଏକ୍ସପୋଟିଂ କଣ୍ଟ୍ରିଜ୍‌(ଓପେକ) ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚତୁର୍ଥ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ ଭାରତକୁ ଉର୍ଜା କ୍ଷେତ୍ରର ଏକ ଉତ୍ପାଦନ ହବ୍‌ରେ ପରିଣତ କରିବା, ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ଓ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟବସାୟିକ ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ଭଣ୍ଡାର ନିର୍ମାଣ କରିବା ପାଇଁ ଭାରତରେ ପୁଞ୍ଜିନିବେଶ କରିବାକୁ ଓପେକର ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ […]

dharmendra

dharmendra

Manoranjan Sial
  • Published: Friday, 06 November 2020
  • Updated: 06 November 2020, 04:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଅର୍ଗାନାଇଜେସନ୍‌ ଅଫ୍‌ ଦି ପେଟ୍ରୋଲିୟମ୍‌ ଏକ୍ସପୋଟିଂ କଣ୍ଟ୍ରିଜ୍‌(ଓପେକ) ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚତୁର୍ଥ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ ଭାରତକୁ ଉର୍ଜା କ୍ଷେତ୍ରର ଏକ ଉତ୍ପାଦନ ହବ୍‌ରେ ପରିଣତ କରିବା, ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ଓ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟବସାୟିକ ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ଭଣ୍ଡାର ନିର୍ମାଣ କରିବା ପାଇଁ ଭାରତରେ ପୁଞ୍ଜିନିବେଶ କରିବାକୁ ଓପେକର ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

କେ କହିଛନ୍ତି-“ଭାରତର ଉର୍ଜା ସୁରକ୍ଷାରେ ଓପେକ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇଛି। ଓପେକ୍‌ ଭାରତ ସହ ମିଶି କାମ କଲେ ଉର୍ଜା ଚାହିଦାରେ ଅଭିବୃଦ୍ଧି ହେବ। ଓପେକ୍‌ ଓ ଭାରତ ଲାଭ ପାଇବେ। ବର୍ତ୍ତମାନ ବିଶ୍ୱରେ ଯେଉଁ ଆର୍ଥିକ ପରିସ୍ଥିତି ଦେଖାଦେଇଛି, ତାହାକୁ ସୁଧାରିବା ଲାଗି ତୈଳ ଉତ୍ପାଦନକାରୀ ଓ ଆମଦାନିକାରୀ ଦେଶ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରିବା ଉଚିତ।”

କୋଭିଡ-୧୯ କାରଣରୁ ବିଶ୍ୱ ତୈଳ ଓ ଗ୍ୟାସ ବଜାରରେ ଆସିଥିବା ପରିବର୍ତ୍ତନକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପ୍ରଧାନ ଓପେକକୁ ଆହ୍ୱାନ ଦେଇଛନ୍ତି। ଏହାସଫଳ ହେଲେ କୋଭିଡ୍‌-୧୯ ପରିବର୍ତ୍ତୀ ସମୟରେ ଭାରତ ଓ ଓପେକ୍‌ ମିଳିତ ଭାବରେ ଉର୍ଜା ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଭାରତର ଉର୍ଜା ପରିବର୍ତ୍ତନର ଯାତ୍ରାରେ ସାମିଲ ହେବାକୁ ଇଚ୍ଛା ରଖିଛି।

ଏହି ଭର୍ଚୁଆଲ ବୈଠକରେ ବିଶ୍ୱ ଉର୍ଜା ଦୃଶ୍ୟପଟରେ ପରିବର୍ତ୍ତନ, ବିଶ୍ୱ ତୈଳ ମୂଲ୍ୟ ପ୍ରସଙ୍ଗ, ତୈଳ ବଜାରକୁ ସମନ୍ୱୟ ରଖିବା ପାଇଁ ଓପେକ ଦ୍ୱାରା ନିଆଯାଇଥିବା ବୃହତ ପଦକ୍ଷେପ ଏବଂ ଭାରତ ପାଇଁ ତୈଳ ଯୋଗାଣ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଓପେକର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖମାନେ ସାମିଲ ହୋଇଥିଲେ। ଏହାସହ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ ଭାରତର ତୈଳ ଓ ଶିଳ୍ପର ସମସ୍ତ ସରକାରୀ ଓ ବେସରକାରୀ ସ୍ତରର ଏମଡ଼ି ଓ ସିଏମଡ଼ିମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story