ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନଥିବା କହି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର। ସେହିପରି ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଓ ଗୋପାଳପୁରର ପ୍ରଦୀପ ପାଣିଗ୍ରାହୀଙ୍କୁ ର୍ଟାଗେଟ୍ କରିଛନ୍ତି ଧର୍ମେନ୍ଦ୍ର। ଉଭୟ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅପରାଧିକ ଓ ଚିଟ୍‌ଫଣ୍ଡ ମାମଲା ରହିଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ବ୍ରହ୍ମପୁରରେ ଅପରାଧୀ ଓ ମଦ ମାଫିଆଙ୍କ ପୃଷ୍ଠପୋଷକତାର ନାଁ ନବୀନ […]

Puri-1

Tapas Behera
  • Published: Sunday, 14 April 2019
  • , Updated: 14 April 2019, 03:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନଥିବା କହି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର।

ସେହିପରି ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଓ ଗୋପାଳପୁରର ପ୍ରଦୀପ ପାଣିଗ୍ରାହୀଙ୍କୁ ର୍ଟାଗେଟ୍ କରିଛନ୍ତି ଧର୍ମେନ୍ଦ୍ର। ଉଭୟ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅପରାଧିକ ଓ ଚିଟ୍‌ଫଣ୍ଡ ମାମଲା ରହିଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ବ୍ରହ୍ମପୁରରେ ଅପରାଧୀ ଓ ମଦ ମାଫିଆଙ୍କ ପୃଷ୍ଠପୋଷକତାର ନାଁ ନବୀନ ବୋଲି କହି କଡ଼ା ଭାଷାରେ ସେ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।

Related story