ଉତ୍ତର ଦେଇପାରିଲେନି ମେଡ଼ିକାଲ୍‌ କର୍ତ୍ତୃପକ୍ଷ, ସଭା ଅଧାରୁ ପଳାଇଲେ କେନ୍ଦ୍ରମନ୍ତ୍ରୀ

କେନ୍ଦୁଝର (ପ୍ରଣୟ କୁମାର ପାଣି): ସଭା ଚାଲିଥିବା ବେଳେ ମେଡିକାଲ୍‌ କର୍ତ୍ତୃପକ୍ଷ କୌଣସି ପ୍ରଶ୍ନର ଉତ୍ତର ଦେଇପାରିଲେନି। ଯେଉଁଥିପାଇଁ ସଭା ଅଧାରୁ ଉଠି ପଳାଇଗଲେ କେନ୍ଦ୍ରମନ୍ତ୍ରୀ। ଆଉ ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ତାଙ୍କର ଯୋଡ଼ା ସେଣ୍ଟ୍ରାଲ୍‌ ଡାକ୍ତରଖାନା ପରିଦର୍ଶନ କରିବାର ଯୋଜନା ଥିଲା। ଏଥିପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଆଜି ନିର୍ଦ୍ଧାରିତ ସମୟରେ କେନ୍ଦ୍ରମନ୍ତ୍ରୀ […]

Bisweshwar Tudu

Bisweshwar Tudu

Manoranjan Sial
  • Published: Friday, 08 October 2021
  • Updated: 08 October 2021, 08:42 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ସଭା ଚାଲିଥିବା ବେଳେ ମେଡିକାଲ୍‌ କର୍ତ୍ତୃପକ୍ଷ କୌଣସି ପ୍ରଶ୍ନର ଉତ୍ତର ଦେଇପାରିଲେନି। ଯେଉଁଥିପାଇଁ ସଭା ଅଧାରୁ ଉଠି ପଳାଇଗଲେ କେନ୍ଦ୍ରମନ୍ତ୍ରୀ। ଆଉ ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଛି।

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ତାଙ୍କର ଯୋଡ଼ା ସେଣ୍ଟ୍ରାଲ୍‌ ଡାକ୍ତରଖାନା ପରିଦର୍ଶନ କରିବାର ଯୋଜନା ଥିଲା। ଏଥିପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଆଜି ନିର୍ଦ୍ଧାରିତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମେଡିକାଲ୍‌ରେ ପହଞ୍ଚିଥିଲେ।

ପରେ ଆରମ୍ଭ ହୋଇଥିଲା ବୈଠକ। ମେଡିକାଲ୍‌ ସମସ୍ୟା ସମ୍ପର୍କରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ମାତ୍ର କୌଣସି ପ୍ରଶ୍ନର ସଠିକ୍‌ ଉତ୍ତର ପାଇନଥିଲେ। ପରେ ମନ୍ତ୍ରୀ ମାଗିଥିବା କାଗଜପତ୍ର ଦେଖାଇ ପାରି ନଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଶେଷରେ ମନ୍ତ୍ରୀ ବାଧ୍ୟ ହୋଇ ବୈଠକ ଅଧାରୁ ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଡାକ୍ତରଖାନାର ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story