ବିକାଶ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ ଭେଣ୍ଟିଲେଟ୍‌ର, ଆଇସିୟୁ ବେଡର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ବରଗଡ଼ ଜିଲ୍ଲାର ବିକାଶ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟ୍‌ର ଓ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କହିଛନ୍ତି-“ପଶ୍ଚିମ ଓଡ଼ିଶାରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ କର୍ପୋରେଟ୍‌ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ମେଡ଼ିକାଲ ଭିତିଭୂମିକୁ ପ୍ରାଥମିକତା ଦିଆଯାଇ ବିଭିନ୍ନ ଜିଲ୍ଲାର ମେଡିକାଲ ଗୁଡିକରେ ବେଡ୍‌ […]

DHARMENDRA PRADHAN

DHARMENDRA PRADHAN

Manoranjan Sial
  • Published: Friday, 07 May 2021
  • Updated: 07 May 2021, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ବରଗଡ଼ ଜିଲ୍ଲାର ବିକାଶ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟ୍‌ର ଓ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କହିଛନ୍ତି-“ପଶ୍ଚିମ ଓଡ଼ିଶାରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ କର୍ପୋରେଟ୍‌ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ମେଡ଼ିକାଲ ଭିତିଭୂମିକୁ ପ୍ରାଥମିକତା ଦିଆଯାଇ ବିଭିନ୍ନ ଜିଲ୍ଲାର ମେଡିକାଲ ଗୁଡିକରେ ବେଡ୍‌ ସଂଖ୍ୟା ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବୃଦ୍ଧି କରାଯାଉଛି। କରୋନାର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ବରଗଡର ବିକାଶ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ୍‌ ଅଏଲର କର୍ପୋରେଟ୍‌ ସାମାଜିକ ଦାୟିତ୍ୱ(ସିଏସଆର) ପାଣ୍ଠିରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଭେଣ୍ଟିଲେଟର୍‌ ସହ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଅଏଲ୍‌ ବରଗଡର ଦାସରି ବୀର ରାଜୁ(ଡ଼ିଭିଆର) ଓ ଗୁନମ୍‌ ରାମଚନ୍ଦ୍ର ରାଓ ମେମୋରିଆଲ୍‌ ଟ୍ରଷ୍ଟ (ଜିଆରସିଆର) ସହଯୋଗରେ ୭୦ଟି ଭେଂଟିଲେଟର ସହିତ ଆଇସିୟୁ ବେଡ‌୍‍, ୩୦ଟି ଭେଂଟିଲେଟର ବେଡର ଅପଗ୍ରଡେସନ କରିବା ସହ ୫୦ଟି ମନିଟର ଓ ୨୦ ସରିଞ୍ଜ ପମ୍ପ ଆନୁଷଙ୍ଗିକ ମେଡ଼ିକାଲ ଉପକରଣର ବ୍ୟବସ୍ଥା କରାଯାଇଛି। ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ପଶ୍ଚିମ ଓଡ଼ିଶା ତଥା ବରଗଡର ଲୋକେ ଉପକୃତ ହୋଇପାରିବେ।”

ସେ ଆହୁରି କହିଛନ୍ତି-“ପଶ୍ଚିମ ଓଡ଼ିଶାରେ କରୋନାକୁ ପ୍ରତିହତ କରିବା ପାଇଁ ସେଲ୍‌ ସହଯୋଗରେ ରାଉରକେଲା ସହରରେ ୬୦୦ଟି ବେଡ‌୍‍, ସୁନ୍ଦରଗଡ଼ରେ ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୫୦୦ଟି ବେଡ‌୍‍, ଝାରସୁଗୁଡ଼ାର ବ୍ରଜରାଜନଗର ଏବଂ ଲଖନପୁର ଅଞ୍ଚଳରେ ଏମ୍ସି‌ଏଲ୍‌ ଦ୍ୱାରା ୧୫୦ଟି ଅକ୍ସିଜେନ ସଂଯୁକ୍ତ ବେଡ୍‌ ଓ ସମ୍ୱଲପୁରରେ ଏମସିଏଲ ତରଫରୁ ୧୦୦ଟି ବେଡର ବ୍ୟବସ୍ଥା କରାଯାଉଛି।”

ଆଜିର ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟକା ଶ୍ରୀମତି ରିତା ସାହୁ ପ୍ରମୁଖ ହସ୍ପିଟାଲଠାରେ ଉପସ୍ଥିତ ଥିବା ବେଳେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ପଦ୍ମପୁର ବିଧାୟକ ବିଜୟ ସିଂହ ବରିହା ଯୋଡ଼ି ହୋଇଥିଲେ। ଏହାସହ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ ବୈଦ୍ୟ, ଏସଇଆରପିଏଲ ଏକଜିକ୍ୟୁଟିଭ‌୍‍ ଡାରେକ୍ଟର ସଞ୍ଜୟ କୁମାର ଭି, ସିଜିଏମ ଏବଂ ଷ୍ଟେଟ୍‌ ହେଡ୍‌ ଶୁଭୋଜିତ ଘୋଷ, ବିକାଶ ଗ୍ରୁପର ଚେୟାରମ୍ୟାନ ଡ଼ି.ମୂରଲି କ୍ରୀଷ୍ଣା ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story