ସାଉଦିଆରବ ପଠାଇଲା ୬୦ ଟନ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ ସାଉଦିଆରବ ୬୦ ଟନ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସ୍‌ଓ କଣ୍ଟେନର ପଠାଇଛି। ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସ୍‌ଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ‌୍‍ ଲେଖିଛନ୍ତି ଯେ, କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନ୍ ଓ ୩ଟି ଆଇଏସଓ କଣ୍ଟେନର ଆସୁଅଛି। ଏହି କଣ୍ଟେନର ଜୁନ ୬ […]

00-ISO-containers

00-ISO-containers

Manoranjan Sial
  • Published: Saturday, 29 May 2021
  • Updated: 29 May 2021, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ ସାଉଦିଆରବ ୬୦ ଟନ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସ୍‌ଓ କଣ୍ଟେନର ପଠାଇଛି। ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସ୍‌ଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ‌୍‍ ଲେଖିଛନ୍ତି ଯେ, କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନ୍ ଓ ୩ଟି ଆଇଏସଓ କଣ୍ଟେନର ଆସୁଅଛି। ଏହି କଣ୍ଟେନର ଜୁନ ୬ ତାରିଖରେ ମୁମ୍ୱାଇରେ ପହଞ୍ଚିବ। ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସ୍‌ଓ କଣ୍ଟେନର ସାଉଦିଆରବରୁ ଆସିବ। ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦିଆରବର ନେତୃତ୍ୱ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରତିଫଳନ। ଏହି ୩ କଣ୍ଟେନର ଓ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନର ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ।”

ସୂଚନାଯୋଗ୍ୟ, ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ କୋଭିଡ‌୍‍ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ‌୍‍ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story