ସୁଜିତଙ୍କ ଗାର୍ଡ଼େନ ଅଟୋରେ ବସିବାକୁ ଯାତ୍ରୀ ଉଚ୍ଛନ୍ନ, ଭିତରେ ରଖିଛନ୍ତି ଲଭବାର୍ଡ଼...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀର ଚଳନ୍ତା ମିନି ଗାର୍ଡେନ୍ ।  ଆପଣ ତାକୁ ଛୋଟ ଚଢ଼େଇଘରଟିଏ ବି କହିପାରନ୍ତି।  ଆମେ କହୁଛୁ ଏକ ସାଧାରଣ ଅଟୋ ରିକ୍ସା କଥା, ଯାହା ନିଜ ଚାଳକଙ୍କ ପ୍ରୟାସରେ ପାଇଛି ଏକ ଅସାଧାରଣ ରୂପ।  ଭୁବନେଶ୍ୱର ସହରରେ ଏମିତି ସୁନ୍ଦର ଅଟୋ ରିକ୍ସାଟିଏ ଗଡ଼ୁଛି, ଯାହାର ଅଭିନବ ସୌନ୍ଦର୍ଯ୍ୟକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।  ତେବେ କ’ଣ ଖାସ୍ ରହିଛି ଏହି ଅଟୋରେ, ଆଉ କାହିଁକି ଅଭିନବ ପ୍ରୟାସ କରିଛନ୍ତି ତାର ଚାଳକ, […]

nmop

nmop

Niharika Rout
  • Published: Thursday, 28 May 2020
  • Updated: 28 May 2020, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀର ଚଳନ୍ତା ମିନି ଗାର୍ଡେନ୍ ।  ଆପଣ ତାକୁ ଛୋଟ ଚଢ଼େଇଘରଟିଏ ବି କହିପାରନ୍ତି।  ଆମେ କହୁଛୁ ଏକ ସାଧାରଣ ଅଟୋ ରିକ୍ସା କଥା, ଯାହା ନିଜ ଚାଳକଙ୍କ ପ୍ରୟାସରେ ପାଇଛି ଏକ ଅସାଧାରଣ ରୂପ।  ଭୁବନେଶ୍ୱର ସହରରେ ଏମିତି ସୁନ୍ଦର ଅଟୋ ରିକ୍ସାଟିଏ ଗଡ଼ୁଛି, ଯାହାର ଅଭିନବ ସୌନ୍ଦର୍ଯ୍ୟକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।  ତେବେ କ’ଣ ଖାସ୍ ରହିଛି ଏହି ଅଟୋରେ, ଆଉ କାହିଁକି ଅଭିନବ ପ୍ରୟାସ କରିଛନ୍ତି ତାର ଚାଳକ, ଜାଣନ୍ତୁ ଏଇ ରିପୋର୍ଟରେ ।

ଆଗରେ ଭଳିକି ଭଳି ଛୋଟ ଛୋଟ ଗଛ ମଲ୍ଲୀ, ଘିକୁଆଁ ରୀ, ମନି ପ୍ଲାଣ୍ଟ୍ ଓ ଟେବୁଲ୍ ଗୋଲାପ। ପଛରୁ ଶୁଭୁଛି ଲଭ୍‌ବାର୍ଡ, ଶୁଆ ଓ ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ। ଏକ ଛୋଟ ଆକ୍ୱାରିୟମରେ ଖେଳୁଛନ୍ତି ଦୁଇଟି ସୁନ୍ଦର ମାଛ । ହୁଏତ ଅନେକଙ୍କ ଘରେ ବି ଏଭଳି ସୌନ୍ଦର୍ଯ୍ୟ ନଥିବ, ଯାହା ନିଜ ଅଟୋରିକ୍ସା ଭିତରେ କରିଦେଖାଇଛନ୍ତି ଏ ପ୍ରକୃତିପ୍ରେମୀ।  ଏକ ଛୋଟ ବଗିଚା ଓ ଗୋଟିଏ ଛୋଟ ଚଢ଼େଇ ଘରକୁ ମିଶାଇ ଦେଲେ ଯାହା ହୁଏ, ରାଜଧାନୀର କଂକ୍ରିଟ୍ ଜଙ୍ଗଲ ଭିତରେ ଏହି ଅଟୋ ଚାଲିଲେ, ଠିକ୍ ସେମିତି ଦିଶେ ।

ଭୁବନେଶ୍ୱରରେ ଅନ୍ୟ ସାଧାରଣ ଅଟୋ ଚାଳକଙ୍କ ଭଳି ପେଟ ପୋଷନ୍ତି ଫୁଲବାଣୀର ସୁଜିତ ଦିଗାଲ। ହେଲେ ଜାଣିଲେ ଆଶ୍ଚଅର୍ଯ୍ୟ ହେବେ, ଏଇ ଅଟୋ ତାଙ୍କର ଭାତହାଣ୍ଡି।  ଆଉ ଆଶ୍ରୟସ୍ଥଳୀ ବି । ଏଇଠି ସେ ରୁହନ୍ତି ଓ ଏହାରି ଭିତରେ ଶୁଅନ୍ତି।  ଆଗରୁ ଏ ଅଟୋ ଏମିତି ନଥିଲା । ଗତ ବଡ଼ଦିନରେ ଘରକୁ ଯାଇନପାରି, ନିଜ ଅଟୋ ଭିତରକୁ ଏଲ୍ଇଡି ଲାଇଟ୍ ଓ ବିଭିନ୍ନ ଜରି ଫୁଲରେ ସଜାଇଥିଲେ ସୁଜିତ।  ସାଥିରେ ରଖିଥିଲେ ଗୋଟିଏ ଛୋଟ ଫୁଲ ଗଛ।  ଧୀରେଧୀରେ ପ୍ରକୃତି ସହ ଯୋଡ଼ିହେବାର ନିଶା ଏମିତି ଚଢ଼ିଲା। ଏ ମାଛ, ପକ୍ଷୀ ଓ ଅନ୍ୟ ଗଛମାନେ ବି ସୁଜିତଙ୍କ ବନ୍ଧୁ ପାଲଟିଗଲେ ।

ରାଜଧାନୀର ଏଭଳି ସୁନ୍ଦର ଅଟୋରେ କିଏ ବା ବସିବାକୁ ନଚାହିଁବ।  ତେବେ ସୁଜିତ କହିଛନ୍ତି, ସେ ଗ୍ରାହକଙ୍କଠାରୁ କେବେବି ଅଧିକ ଭଡ଼ା ନିଅନ୍ତି ନାହିଁ, ବରଂ ସେମାନଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story