ହୋହାଲ୍ଲା ଭିତରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ବିଧାନସଭାରେ ଆଜି ପାରିତ ହୋଇଛି। ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଲ୍‌ ପାରିତ ହୋଇଛି। ବିରୋଧୀଙ୍କ ହୋହଲ୍ଲା ଭିତରେ ୪ ଦିନର ଆଲୋଚନା ପରେ ଗୃହରେ ବିଲ ପାରିତ ହୋଇଛି। ବିଲ୍‌କୁ କଳା ଆଇନ କହି ବିରୋଧ କରିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ସେପଟେ ବିଲ୍‌କୁ ନେଇ ଆଲୋଚନା ସମୟରେ ଭାଗ ନେଇନଥିଲା ବିଜେପି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ […]

odisha-assamble-1-750x430

odisha-assamble-1-750x430

Manoranjan Sial
  • Published: Tuesday, 06 October 2020
  • Updated: 06 October 2020, 03:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ବିଧାନସଭାରେ ଆଜି ପାରିତ ହୋଇଛି। ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଲ୍‌ ପାରିତ ହୋଇଛି। ବିରୋଧୀଙ୍କ ହୋହଲ୍ଲା ଭିତରେ ୪ ଦିନର ଆଲୋଚନା ପରେ ଗୃହରେ ବିଲ ପାରିତ ହୋଇଛି। ବିଲ୍‌କୁ କଳା ଆଇନ କହି ବିରୋଧ କରିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ସେପଟେ ବିଲ୍‌କୁ ନେଇ ଆଲୋଚନା ସମୟରେ ଭାଗ ନେଇନଥିଲା ବିଜେପି।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି-“୧୯୮୯ରେ ବିଶ୍ୱବିଦ୍ୟାଳୟ ଆଇନ ହୋଇଥିଲା। ୩୧ ବର୍ଷ ପରେ ଏହାକୁ ପରିବର୍ତ୍ତନ କରାଯାଉଛି। ଆବଶ୍ୟକତା ଦେଖି ଆଇନରେ କିଛିଟା ବଦଳିଛି। ସବୁ ପରିବର୍ତ୍ତନ ହୋଇନି। ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ OPSCକୁ ଦେବାକୁ ବ୍ୟବସ୍ଥା ହୋଇଛି। ଅଧ୍ୟାପକ ନିଯୁକ୍ତି ନେଇ ୩ ଜଣ ସବଜେକ୍ଟ ଏକ୍ସପର୍ଟଙ୍କୁ ଦାୟିତ୍ୱ ଦିଆଯିବ। ଅନେକ ପୋଷ୍ଟ ଖାଲି ପଡ଼ିଛି, ପୂରଣ କରିବା ପାଇଁ ବ୍ୟବସ୍ଥା ହୋଇଛି। ସିଣ୍ଡିକେଟକୁ ଶକ୍ତିଶାଳୀ କରିବାକୁ ସିନେଟ ବ୍ୟବସ୍ଥା ଉଚ୍ଛେଦ ହୋଇଛି।”

ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି-“ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ। ଆଜିର ଦିନ ଏକ କଳା ଦିନ, ଏହି ଆଇନ ଏକ କଳା ଆଇନ ହେବ। ନୂଆ ବିଲ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story