ଅଜଣାଗାଡ଼ି ଧକ୍କାରେ ବୃଦ୍ଧ ମୃତ

ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠାରେ ଅଜଣା ଗାଡ଼ି ଧକ୍କାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଯୋଗୀ ପଲେଇ। ତାଙ୍କ ଘର କେସ୍ତପଡ଼ା ଗାଁରେ ବୋଲି ଜଣାପଡ଼ିଛି। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଯୋଗୀ ଆଜି ସକାଳେ କାମ ସାରି ଘରକୁ ଫେରିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ […]

road999

road999

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 11:59 AM IST

Sports

Latest News

ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠାରେ ଅଜଣା ଗାଡ଼ି ଧକ୍କାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ତାଙ୍କ ନାଁ ଯୋଗୀ ପଲେଇ। ତାଙ୍କ ଘର କେସ୍ତପଡ଼ା ଗାଁରେ ବୋଲି ଜଣାପଡ଼ିଛି। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।

ଯୋଗୀ ଆଜି ସକାଳେ କାମ ସାରି ଘରକୁ ଫେରିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos