କାମ ଦେଉନି ପୋଲିସ୍‌ର ନାଲିଆଖି, କାମାକ୍ଷାନଗରରେ ବି ପିଲାଚୋର ସନ୍ଦେହରେ ପିଟିଲେ

କାମ ଦେଉନି ପୋଲିସ୍‌ର ନାଲିଆଖି। ଆଇନ୍‌କୁ ହାତକୁ ନେବାକୁ ଯେତେ ଧମକ ଦେଲେବି ଲୋକେ ମାନୁ ନାହାଁନ୍ତି। ପିଲାଚୋର ସନ୍ଦେହରେ ବାରମ୍ବାର ବିଭିନ୍ନ ଯାଗାରେ ଲୋକମାନେ ଅଣଓଡ଼ିଆ ସାଧାରଣ ଲୋକଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି। ମାଡ଼ ମାରିବା ସହ ଭିଡିଓ ବି ଭାଇରାଲ କରୁଛନ୍ତି। ପୁଣି ଏମିତି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ। କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗାଁରେ ଆଜି ଅପରାହ୍ନ ୫ଟା […]

child

child

Ordigital Desk
  • Published: Saturday, 02 June 2018
  • Updated: 02 June 2018, 08:06 PM IST

Sports

Latest News

କାମ ଦେଉନି ପୋଲିସ୍‌ର ନାଲିଆଖି। ଆଇନ୍‌କୁ ହାତକୁ ନେବାକୁ ଯେତେ ଧମକ ଦେଲେବି ଲୋକେ ମାନୁ ନାହାଁନ୍ତି। ପିଲାଚୋର ସନ୍ଦେହରେ ବାରମ୍ବାର ବିଭିନ୍ନ ଯାଗାରେ ଲୋକମାନେ ଅଣଓଡ଼ିଆ ସାଧାରଣ ଲୋକଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି। ମାଡ଼ ମାରିବା ସହ ଭିଡିଓ ବି ଭାଇରାଲ କରୁଛନ୍ତି। ପୁଣି ଏମିତି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ।

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗାଁରେ ଆଜି ଅପରାହ୍ନ ୫ଟା ବେଳକୁ ହଠାତ୍ ଦେଖିବାକୁ ମିଳିଥିଲା ଛୁଆଚୋର ଆତଙ୍କ। ଛୁଆ ଚୋର ସନ୍ଦେହରେ ଜଣେ ଲୋକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ମାଡ଼ ଖାଇଥିବା ଲୋକ ଜଣଙ୍କ ଓଡିଆ ଭାଷା ଜାଣିନଥିବା ଅନୁମାନ କରାଯାଉଛି। ସେ ଦରଖଣ୍ଡିଆ ତେଲୁଗୁ ଭାଷା କହୁଥିବା ଜଣାପଡିଛି।

ଖବରରୁ ଜଣାପଡିଛି ଯେ, ବାଙ୍ଗୁରା ସବର ସାହିକୁ ସେହି ଅଚିହ୍ନା ଲୋକ ଯାଇ ଛୁଆ ଚୋରି କରିବାକୁ ଚେଷ୍ଟା କରୁଥିବା ଗାଁର କିଛି ଲୋକ ଅଭିଯୋଗ କରିଥିଲେ। ଏହାପରେ ଗାଁର କିଛି ଲୋକ ତାକୁ ବାଙ୍ଗୁରା ଛକକୁ ଆସି ସେହି ଲୋକଟିକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ତାକୁ ବାଡ଼େଇବା ପାଇଁ ସେମାନେ ସମସ୍ତଙ୍କୁ ପ୍ରବର୍ତ୍ତୋଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଲୋକଟିକୁ ମାଡ଼ ମାରିବା ବେଳେ କେହି କେହି ମୋବାଇଲ୍‌ରେ ଏହାର ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସମଗ୍ର ଅଞ୍ଚଳରେ ସେହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ଆଇନ୍‌କୁ ହାତକୁ ନହେବାକୁ ପୋଲିସ୍ ବାରମ୍ବାର ପ୍ରଚାର କରୁଥିଲେ ମଧ୍ୟ ଏହା କାମ ଦେଉନି। ସଚେତନତା ଓ ପାଠଶାଠ ଅଭାବରୁ ଲୋକମାନେ ସନ୍ଦେହରେ ଅଜଣା ଲୋକଙ୍କୁ ପିଟାପାଟି କରୁଛନ୍ତି। ତେବେ ଏହି ଘଟଣା ନେଇ ସ୍ଥାନୀୟ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story