ଟେଲିଫୋନରେ ସମ୍ୱୋଧିତ କଲେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବୋଧିତ କରିଛନ୍ତି। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଭୁବନେଶ୍ୱରରୁ ସେ ଯାଇନପାରି ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି। ଯୋଗୀ ଆଜି ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ଥିଲା। ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଉଡ଼ାଣ ଅନୁମତି ପାଇନଥିଲା। ଯୋଗୀଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ଦେଇନଥିଲେ କର୍ତ୍ତୃପକ୍ଷ। ଯିବା ସମ୍ଭବ ନହେବାରୁ […]

jogi

jogi

Manoranjan Sial
  • Published: Saturday, 06 April 2019
  • Updated: 06 April 2019, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବୋଧିତ କରିଛନ୍ତି। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଭୁବନେଶ୍ୱରରୁ ସେ ଯାଇନପାରି ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି।

ଯୋଗୀ ଆଜି ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ଥିଲା। ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଉଡ଼ାଣ ଅନୁମତି ପାଇନଥିଲା। ଯୋଗୀଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ଦେଇନଥିଲେ କର୍ତ୍ତୃପକ୍ଷ। ଯିବା ସମ୍ଭବ ନହେବାରୁ ଯୋଗୀ ଆଦିତ୍ୟନାଥ ବାଧ୍ୟ ହୋଇ ଟେଲିଫୋନରେ ଭାଷଣ ଦେଇଥିଲେ ।

ଏନେଇ ବିଜେପି ସାଂସଦ ପ୍ରାର୍ଥୀ ଐରଖାରବେଳ ମହାମେଘବାହାନ ସ୍ୱାଇଁ କହିଛନ୍ତି-“ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାରଥିଲା। ମାତ୍ର ବିମାନ ବିଳମ୍ୱରେ ଆସିବାରୁ କୌଣସି କାରଣରୁ ଅବତରଣ କରିପାରିନଥିଲା। ତେଣୁ ଯୋଗୀ ମୋବାଇଲ୍‌ ଜରିଆରେ ସମ୍ୱୋଧିତ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story