ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ଉପାସନାଙ୍କ ବାଜିମାତ୍‌

ନୂଆଦିଲ୍ଲୀ: ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ୨୦୧୮ର ଫଳାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ଆଇଆଇଟି ମୁମ୍ବାଇର ସ୍ନାତକ କନିଷ୍କ କଟାରିଆ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିଭଳି ଓଡ଼ିଶାର କିଛି ପରୀକ୍ଷାର୍ଥୀ ମଧ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଉପାସନା ମହାପାତ୍ର। ସେ ୧୧୯ତମ ସ୍ଥାନ ହାସଲ କରିଛନ୍ତି। ଉପାସନା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ରଙ୍କ ଝିଅ। ତାଙ୍କ ମା’ ସଂଯୁକ୍ତା ମହାପାତ୍ର ଜଣେ ଶିକ୍ଷୟିତ୍ରୀ। ଉପାସନା ଭୁବନେଶ୍ୱରର ଝିଅ। ସେ […]

upasana

upasana

Jitendra Garnayak
  • Published: Saturday, 06 April 2019
  • Updated: 06 April 2019, 12:27 PM IST

Sports

Latest News

ନୂଆଦିଲ୍ଲୀ: ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ୨୦୧୮ର ଫଳାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ଆଇଆଇଟି ମୁମ୍ବାଇର ସ୍ନାତକ କନିଷ୍କ କଟାରିଆ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିଭଳି ଓଡ଼ିଶାର କିଛି ପରୀକ୍ଷାର୍ଥୀ ମଧ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଉପାସନା ମହାପାତ୍ର। ସେ ୧୧୯ତମ ସ୍ଥାନ ହାସଲ କରିଛନ୍ତି।

ଉପାସନା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ରଙ୍କ ଝିଅ। ତାଙ୍କ ମା’ ସଂଯୁକ୍ତା ମହାପାତ୍ର ଜଣେ ଶିକ୍ଷୟିତ୍ରୀ। ଉପାସନା ଭୁବନେଶ୍ୱରର ଝିଅ। ସେ ଭୁବନେଶ୍ୱର ସ୍ଥିତ ଲୟଲା ସ୍କୁଲ୍‌ରୁ ୯୬% ନମ୍ବର ରଖି ଦଶମ ପାସ୍ କରିଥିଲେ। ସେ ତାଙ୍କ ସ୍କୁଲ୍‌ରେ ଦ୍ୱିତୀୟ ହୋଇଥିଲେ।

ଭୁବନେଶ୍ୱର ସ୍ଥିତ ୟୁନିଟ୍-୮ ଡିଏଭିରୁ ଯୁକ୍ତ ଦୁଇ ପାସ୍ କରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍‌ରେ ନାମ ଲେଖାଇଥିଲେ। ସେଠାରୁ ସେ ପଦାର୍ଥ ବିଜ୍ଞାନରେ ୯୧.୩% ନମ୍ବର ରଖି ସ୍ନାତକ ଡିଗ୍ରୀ ହାସଲ କରିବା ସଙ୍ଗେସଙ୍ଗେ ତାଙ୍କ କଲେଜରେ ଟପ୍ପରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

[caption id="attachment_364392" align="aligncenter" width="750"]anyadas ଅନ୍ୟା ଦାସ[/caption]

ସୂଚନାଯୋଗ୍ୟ, ଏଥର ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ମଧ୍ୟରେ ଅନ୍ୟା ଦାସ ସବୁଠୁ ଭଲ ସ୍ଥାନରେ ରହିଛନ୍ତି। ସେ ତାଲିକାର ୬୦ତମ ସ୍ଥାନରେ ରହିଛନ୍ତି। ସେହିଭଳି ସୌମ୍ୟରଞ୍ଜନ ରାଉତ ୧୧୮ତମ ସ୍ତାନରେ ଥିବା ବେଳେ ୨୩୫ତମ ସ୍ଥାନରେ ଜୁବିନ୍‌ ମହାପାତ୍ର ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ଅନ୍ୟ ଓଡ଼ିଆମାନେ ହେଲେ ସୌରଭ ମିଶ୍ର(୩୫୭), ପ୍ରଶାନ୍ତ ମିଶ୍ର (୩୬୭), ଶୁଭେନ୍ଦୁ ପାତ୍ର (୪୫୭), ସୋମାଲିନ୍ ଶୁଭଦର୍ଶିନୀ (୪୭୮), ସୁଧାଂଶୁ ନାୟକ (୫୦୦), ଦୀପକ କୁମାର ମିଶ୍ର (୫୧୧), ସଞ୍ଜୟ ସାହୁ (୫୨୬),
ଦେବରାଜ ଦାସ (୬୨୯) ଏବଂ ସିଦ୍ଧାର୍ଥ ଗୌତମ (୫୩୮), ରାକେଶ କୁମାର ସାହୁ (୬୨୭) ଓ ବିଭୂତି ଭୂଷଣ ନାୟକ (୭୫୯)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story