ନୂଆ ଦାୟିତ୍ୱ ପାଇଲେ ଉଷା ପାଢ଼ୀ, ପ୍ରଥମ ମହିଳା ଭାବେ ହାସଲ କଲେ ଗୌରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢ଼ୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି। ବ୍ୟୋରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ନିଯୁକ୍ତି ପାଇଲେ ଉଷା। ପ୍ରଥମ ମହିଳା ଭାବେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ସେ ଏହି ନିଯୁକ୍ତି ପାଇଛନ୍ତି। At last, a Smt. in the incumbency list of Director General, Bureau of Civil Aviation Security! pic.twitter.com/Aqw2vQGnYr — Usha Padhee (@ushapadhee1996) August 28, […]

usha

usha

Tapas Behera
  • Published: Friday, 28 August 2020
  • Updated: 28 August 2020, 05:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢ଼ୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି। ବ୍ୟୋରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ନିଯୁକ୍ତି ପାଇଲେ ଉଷା। ପ୍ରଥମ ମହିଳା ଭାବେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ସେ ଏହି ନିଯୁକ୍ତି ପାଇଛନ୍ତି।

https://twitter.com/ushapadhee1996/status/1299260336059506689?s=20

ନୂଆ ନିଯୁକ୍ତି ନେଇ ଟ୍ୱିଟ୍ କରି ଜଣାଇଲେ ନିଜେ ଉଷା ପାଢ଼ୀ। ଶ୍ରୀମତୀ ପାଢ଼ୀ ବର୍ତମାନ ବେସାମରିକ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଏବଂ ଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନଘାଟିର ଅତିରିକ୍ତ ନିର୍ଦ୍ଦେଶକ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story