ରାଜ୍ୟବାସୀଙ୍କୁ ଝଟକା; ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦେଖଇ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମେ’ ୧ରୁ ମାଗଣା ଟିକାକରଣ କରାଯିବା ଘୋଷଣା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ମାତ୍ର ଏବେ ରାଜ୍ୟବାସୀଙ୍କୁ ମିଳିଛି ଏକ ଝଟକା। ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଏପରି ଆଶଙ୍କା ପ୍ରକଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ […]

vaccine

vaccine

Niharika Rout
  • Published: Tuesday, 27 April 2021
  • Updated: 27 April 2021, 12:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦେଖଇ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମେ’ ୧ରୁ ମାଗଣା ଟିକାକରଣ କରାଯିବା ଘୋଷଣା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ମାତ୍ର ଏବେ ରାଜ୍ୟବାସୀଙ୍କୁ ମିଳିଛି ଏକ ଝଟକା। ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଏପରି ଆଶଙ୍କା ପ୍ରକଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ମେ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ । ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ହୋଇପାରେ । କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ । ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ।

ଏଥିସହ ସେ କହିଛନ୍ତି, ଫେଜ ଥ୍ରୀ ଟିକା ପାଇଁ କାଲିଠୁ ପଂଜୀକରଣ ହେବ।  COWIN ପୋର୍ଟାଲକୁ ଯାଇ ସମସ୍ତେ ପଂଜୀକରଣ କରିବେ  କିନ୍ତୁ ବର୍ତ୍ତମାନ ସ୍ଲଟ ଅପ୍ ଆପଏଣ୍ଟ ମିଳିବ ନାହିଁ  । ଯେବେ ଟିକା ମିଳିବ, ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ ଦେବୁ । ଏବେ ଯେତିକି ଟିକା ଅଛି, ତାହା ୨-୩ ଦିନ ଯିବ । ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଅଛି

ସୂଚନାଯୋଗ୍ୟ, ରାଜ୍ୟଧାନୀ ଭୁବନେଶ୍ୱରରେ ସଂକ୍ରମଣ ଏବ ଲଗାମଛଡ଼ା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବିଏମ୍‌ସି ପ୍ରସ୍ତୁତ କରିଛି ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ। ଏଥିନିମନ୍ତେ ମିଶନ ମୋଡ଼ରେ 10 ଲକ୍ଷ 34 ହଜାର କୋଭାକ୍ସିନ ଟିକା ରାଜ୍ୟବାସୀଙ୍କୁ ଦିଆଯିବା ନିମନ୍ତେ ଲକ୍ଷ ଧାର୍ଯ୍ୟ ହୋଇଛି। ଏହି ବେଗରେ ଗଲେ  ଭୁବନେଶ୍ୱରରେ ମାସକରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।   ହେଲେ ଟିକା ଆସିବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଟିକା ପହଞ୍ଚିଲେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

କେବଳ ସେତିକି ନୁହେଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଟିକା ଅଭାବକୁ ନେଇ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ଖୋର୍ଦ୍ଧାରେ ଟିକାକରଣକୁ ନେଇ ପ୍ରବଳ ଭିଡ଼ ହେଉଥିବା ବେଳେ  ବହୁ ସମୟ ଧରି ଲୋକେ ଅପେକ୍ଷା କରି ରହି ଟିକା ନେଉଛନ୍ତି ।

ଦୂର ଦୂରାନ୍ତରୁ ବରିଷ୍ଠ ନାଗରିକମାନେ ଟିକା ନେବାକୁ ଆସି  ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି । ଖରା ବଢ଼ୁଥିବା ବେଳେ ଟିକାକରଣ କେନ୍ଦ୍ରରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି । ସେହିକରି ଟିକା କେତେ ପରିମାଣର ରହିଛି ଓ କାହାକୁ କାହାକୁ ଦିଅାଯିବ ସେ ନେଇ ତଥ୍ୟ ବି ଦିଅାଯାଉନି ା ଯାହା ଫଳରେ ବହୁ ଲୋକେ ଅପେକ୍ଷା କରି ରହିବାକୁ ପଡ଼ୁଛି ା

କେବଳ ଖୋର୍ଦ୍ଧା ନୁହେଁ କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। କଟକ ସିଡିଏ ସେକ୍ଟର- ୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଖରାରେ ବରିଷ୍ଠ ନାଗରିକମାନେ ଟିକା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟିକା ମିଳି ନ ଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ। ଉକ୍ତ କେନ୍ଦ୍ରରୁ କିଛି ଭ୍ୟାକ୍ସିନ ଅନ୍ୟତ୍ର ଯାଉଥିବା ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ପହଞ୍ଚି ତାହାକୁ ଜବତ କରିଛି। ଭ୍ୟାକ୍ସିନ ଅନ୍ୟ ଏକ କେନ୍ଦ୍ରକୁ ଯାଉଥିବା ସିଡିଏ ସେକ୍ଟର- ୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଥିଲେ ମଧ୍ୟ ଲୋକଙ୍କ ଉତ୍ତେଜନା ଥମିବ ନାଁ ଧରୁନି। ଶେଷରେ ଘଟଣାସ୍ଥଳରେ ପୁଲିସ୍‌ ଜଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story