କରୋନା ଟିକା ମିଳିଲେ ୩ ମାସରେ ସରିବ ଟିକାକରଣ: ଏସିଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ହୋଇଛି। ଟେଣ୍ଡର ମାଧ୍ୟମରେ ୩ କୋଟି ୮୨ ଲକ୍ଷ ଡୋଜ ଟିକା ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟାପ୍ତ ଟିକା ମିଳିଗଲେ ୩ ମାସରେ ସମସ୍ତଙ୍କୁ ଟିକାକରଣ ସରିଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ଟିକା କରଣ ନେଇ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି-“ରାଜ୍ୟରେ ପାଖାପାଖି ୯୮% ସ୍ୱାସ୍ଥ୍ୟାକର୍ମୀଙ୍କୁ ଟିକାକରଣ ସରିଛି। ରାଜ୍ୟର ୧୦୦% କରୋନା ଯୋଦ୍ଧାଙ୍କୁ ଟିକା […]

ACS

ACS

Manoranjan Sial
  • Published: Sunday, 30 May 2021
  • Updated: 30 May 2021, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ହୋଇଛି। ଟେଣ୍ଡର ମାଧ୍ୟମରେ ୩ କୋଟି ୮୨ ଲକ୍ଷ ଡୋଜ ଟିକା ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟାପ୍ତ ଟିକା ମିଳିଗଲେ ୩ ମାସରେ ସମସ୍ତଙ୍କୁ ଟିକାକରଣ ସରିଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର।

ଟିକା କରଣ ନେଇ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି-“ରାଜ୍ୟରେ ପାଖାପାଖି ୯୮% ସ୍ୱାସ୍ଥ୍ୟାକର୍ମୀଙ୍କୁ ଟିକାକରଣ ସରିଛି। ରାଜ୍ୟର ୧୦୦% କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ୪୧% ଟିକାକରଣ ସରିଛି। ଦ୍ୱତୀୟ ଡୋଜ୍‌ ଟିକାର ଅବଧି ବଢିଥିବାରୁ ଏବେ ସମସ୍ୟା ନାହିଁ। ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।”

ସେ ଆହୁରି କହିଛନ୍ତି-“୫ଟି ମ୍ୟୁନିସିପାଲିଟିରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଉଛି। ୬ଟି ଜିଲ୍ଲା ହେଡକ୍ୱାର୍ଟର୍ସରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାଦାନ ହେଉଛି। ୬ ଜିଲ୍ଲା ହେଡକ୍ୱାର୍ଟର୍ସ ଯଥା- ପୁରୀ, ଖୋର୍ଦ୍ଧା, ବରଗଡ଼, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ହେଉଛି। ଟିକା ଯୋଗାଣ ବଢିଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ଦିଆଯିବ। ରାଜ୍ୟରେ ମାତ୍ର ୪ ପ୍ରତିଶତରୁ କମ୍‌ ଭ୍ୟାକ୍ସିନ୍‌ ନଷ୍ଟ ହେଉଛି। ଭ୍ୟାକ୍ସିନ କମ୍‌ ନଷ୍ଟ ଯୋଗୁ ୨ ଲକ୍ଷ ୮୦ ହଜାର ଡୋଜ ଅଧିକ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story