କୋଭିଡ୍ ଟିକା ଅଭାବ: ୩ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ହେଲା ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ଅଭାବ ଯୋଗୁ ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ରାଜ୍ୟରେ ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଏବେ ମାତ୍ର ୪୨୭ଟି କେନ୍ଦ୍ରରେ ଟିକାକରଣ ସମ୍ଭବପର ହୋଇପାରୁଛି ବୋଲି ରାଜ୍ୟ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ୍ ଟିକାର ଅଭାବ ନେଇ ସ୍ୱାସ୍ଥ୍ୟ ସଚିବଙ୍କଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ […]

Vaccine

Vaccine

Ordigital Desk
  • Published: Saturday, 17 April 2021
  • Updated: 17 April 2021, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ଅଭାବ ଯୋଗୁ ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ରାଜ୍ୟରେ ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଏବେ ମାତ୍ର ୪୨୭ଟି କେନ୍ଦ୍ରରେ ଟିକାକରଣ ସମ୍ଭବପର ହୋଇପାରୁଛି ବୋଲି ରାଜ୍ୟ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ଟିକାର ଅଭାବ ନେଇ ସ୍ୱାସ୍ଥ୍ୟ ସଚିବଙ୍କଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ପରିମାଣର କୋଭିଡ୍ ଟିକା ଓଡ଼ିଶା ଆସିପାରିନି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଡାକ୍ତର ପାଣିଗ୍ରାହୀ କହିଛନ୍ତି ଯେ, ଟିକା ଅଭାବରୁ ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି। ସେହିପରି  ସାପ୍ତାହିକ ଶଟଡାଉନ୍ ଥିବାରୁ ୧୦ଟି ଜିଲ୍ଲାର ସହରାଂଚଳରେ ଏବେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ତେଣୁ ଏବେ ଯେତିକି କୋଭିଡ୍ ଟିକା ରାଜ୍ୟରେ ରହିଛି ତାହା ଅତିବେଶୀରେ ୨-୩ଦିନ ଯିବ। ରାଜ୍ୟରେ ଏବେ ୩.୬ଲକ୍ଷ ଡୋଜ୍ କୋଭିଶିଲଡ୍ ଓ ୨.୩ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ରହିଛି। ରାଜ୍ୟରେ ଟିକାର ଆବଶ୍ୟକତା ନେଇ ରାଜ୍ୟ ସରକାର ବହୁ ଥର ଲିଖିତ ଭାବେ ଜଣାଇ ଥିବାରୁ କେନ୍ଦ୍ର ସରକାର ଶୀଘ୍ର ଆବଶ୍ୟକ ପରିମାଣର ଟିକା ପଠାଇବେ ବୋଲି ଡାକ୍ତର ପାଣିଗ୍ରାହୀ ଆଶାବ୍ୟକ୍ତ କରିଛନ୍ତି। ତେବେ ଟିକା କେବେସୁଦ୍ଧା ଆସିବ ତାହା ସେ ନିର୍ଦ୍ଦିଷ୍ଟ ଭାବେ କହିପାରିବେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାକୁ ୨୫ଲକ୍ଷ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିବା ସହ କୋଭିଡ୍ ଟିକାକୁ ଖୋଲାବଜାରରେ ଉପଲବ୍ଧ କରାଯାଉ ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି।
ପୂର୍ବରୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ୩ଥର ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଟିକା ପଠାଇବାକୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story