ଆରମ୍ଭ ହେଲା ବମିଖାଲ ଓଭରବ୍ରିଜ୍‌ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଆରମ୍ଭ ହେଲା ବମିଖାଲ ଓଭରବ୍ରିଜ୍ ନିର୍ମାଣ କାମ। ଗୋଟିଏ ସ୍ପାନ୍ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିବାର ଦୁଇ ମାସ ପରେ ଆଉ ଥରେ କାମ ଆରମ୍ଭ ହୋଇଛି। ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ହିଁ ଏହି କାମ ସଂପୂର୍ଣ୍ଣ କରିବ। ତେବେ ଆଗକୁ ଅଘଟଣ ଏଡେଇବା ଆଶାରେ କାମ ଆରମ୍ଭ ପୂର୍ବରୁ ପୂଜାପାଠ କରାଯାଇଛି। ଗତ ସେପ୍ଟେମ୍ବର ୧୦ ତାରିଖରେ ଛାତ ପଡୁଥିବା ବେଳେ ଭୁଶୁଡି ପଡିଥିଲା ବମିଖାଲ […]

bomikhal

bomikhal

Rakesh Mallick
  • Published: Friday, 10 November 2017
  • Updated: 11 November 2017, 10:32 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଆରମ୍ଭ ହେଲା ବମିଖାଲ ଓଭରବ୍ରିଜ୍ ନିର୍ମାଣ କାମ। ଗୋଟିଏ ସ୍ପାନ୍ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିବାର ଦୁଇ ମାସ ପରେ ଆଉ ଥରେ କାମ ଆରମ୍ଭ ହୋଇଛି। ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ହିଁ ଏହି କାମ ସଂପୂର୍ଣ୍ଣ କରିବ। ତେବେ ଆଗକୁ ଅଘଟଣ ଏଡେଇବା ଆଶାରେ କାମ ଆରମ୍ଭ ପୂର୍ବରୁ ପୂଜାପାଠ କରାଯାଇଛି।

ଗତ ସେପ୍ଟେମ୍ବର ୧୦ ତାରିଖରେ ଛାତ ପଡୁଥିବା ବେଳେ ଭୁଶୁଡି ପଡିଥିଲା ବମିଖାଲ ଓଭରବ୍ରିଜ୍‌। ଆଜି ପୂଜାପାଠ ବେଳେ ଶ୍ରମିକଙ୍କଠାରୁ ଆରମ୍ଭ କରି ଇଂଜିନିୟର ପର୍ଯ୍ୟନ୍ତ ସମସ୍ତେ ଏହି ସମୟରେ ଉପସ୍ଥିତ ରହିଥିଲେ। ଦୁର୍ଘଟଣା ଘଟିବା ପରେ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫାକୁ କଳା ତାଲିକାଭୁକ୍ତ କରାଯାଇଥିଲେ ମଧ୍ୟ ଏହି କାମ ସାରିବାକୁ ଅନୁମତି ଦିଆଯାଇଛି। ତେବେ କିଭଳି ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ ହେବେ ତା’ ଉପରେ ଫୋକସ କରାଯାଉଥିବା ପୂର୍ତ୍ତ ବିଭାଗ କହିଛି।

କାମ ବନ୍ଦ ରହିବା ଯୋଗୁଁ ରିଭାଇଜଡ୍ ଡେଡ୍‌ଲାଇନ୍‌ରେ କାମ ଶେଷ ହୋଇପାରିବା ନେଇ ସନ୍ଦେହ ଦେଖାଦେଇଥିଲା। ଏଣେ ଶୀଘ୍ର କାମ ସାରିବା ଲାଗି ସ୍ଥାନୀୟ ଲୋକଙ୍କୁ ପକ୍ଷରୁ ଜୋରଦାର ଦାବି ହୋଇ ଆସୁଥିଲା। ସେଦୃଷ୍ଟିରୁ ପୂର୍ତ୍ତ ବିଭାଗ ତ୍ୱରିତ ପଦକ୍ଷେପ ନେଇଛି। ସେହିପରି ଆଉ ଥରେ ଟେଣ୍ଡର କଲେ କାମ ବିଳମ୍ବ ହେବା ଆଶଙ୍କା ଦୃଷ୍ଟିରୁ ପଣ୍ଡା ଇନ୍‌ଫ୍ରାକୁ କାମ ସାରିବାକୁ ସୁଯୋଗ ଦିଆଯାଇଛି।

ସହୀଦନଗରରୁ ବମିଖାଲ ଓ ରସୁଲଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ଲେବଲ କ୍ରସିଂ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟିବା ସହ ଯାତାୟତରେ ଅନେକ ଅସୁବିଧା ହେଉଥିଲା। ବହୁ ଦାବି ପରେ ୨୦୧୨ ମସିହାରେ ଓଭରବ୍ରିଜ୍ କାମ ଆରମ୍ଭ ହୋଇଥିଲା। ୨୦୧୪ ଡେଡ୍‌ଲାଇନ୍‌ ସୁଦ୍ଧା କାମ ସାରି ନପାରିବା ପରେ ଡେଡ୍‌ଲାଇନ୍‌ ୨୦୧୮ ଯାଏ ବଢାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story