‘ବର୍ଷା ଶାଶୁଘରେ ହିଁ ରହିବେ, ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ’

କଟକ(ଓଡ଼ିଶା ରିପୋର୍ଟର): “ବର୍ଷା ଶାଶୁଘରେ ହିଁ ରହିବେ। ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ। ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି। ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ। ” ଆଜି ଗଣମାଧ୍ୟମକୁ ଏପରି କହିଛନ୍ତି ବର୍ଷାଙ୍କ  ଓକିଲ ରାମକୃଷ୍ଣ ରଥ। ଘରୋଇ ହିଂସାର ଶିକାର ହେଉଥିବା ନେଇ ଅଭିଯୋଗ ଆଣୁଥିବା ବର୍ଷା କ’ଣ ପାଇଁ ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ପ୍ରଶ୍ନ କରିଥିଲେ ତାଙ୍କ ସ୍ୱାମୀ ତଥା ସାଂସଦ ଅନୁଭବ […]

varsa

varsa

Niharika Rout
  • Published: Tuesday, 08 September 2020
  • Updated: 08 September 2020, 01:24 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): “ବର୍ଷା ଶାଶୁଘରେ ହିଁ ରହିବେ। ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ। ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି। ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ। ” ଆଜି ଗଣମାଧ୍ୟମକୁ ଏପରି କହିଛନ୍ତି ବର୍ଷାଙ୍କ  ଓକିଲ ରାମକୃଷ୍ଣ ରଥ।

ଘରୋଇ ହିଂସାର ଶିକାର ହେଉଥିବା ନେଇ ଅଭିଯୋଗ ଆଣୁଥିବା ବର୍ଷା କ’ଣ ପାଇଁ ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ପ୍ରଶ୍ନ କରିଥିଲେ ତାଙ୍କ ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତି। ସେ କହିଥିଲେ,“ମୋ’ ଘରେ ରହିବାର ମାନେ କ’ଣ? ଯଦି ଆମେ ଏତେ ହଇରାଣ କରୁଛୁ, ତାଙ୍କ ପରିବାର ଲୋକ ତାଙ୍କୁ ରକ୍ଷା ଦିଅନ୍ତୁ।”

ଏହାର ଉତ୍ତର ଦେବାକୁ ଯାଇ ବର୍ଷା ଶାଶୁ ଘରେ ହିଁ ରହିବେ ବୋଲି କହିଛନ୍ତି ତାଙ୍କ ଓକିଲ। ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ। ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ ବୋଲି କହିଛନ୍ତି ରାମକୃଷ୍ଣ।

ଅନ୍ୟପକ୍ଷରେ ବର୍ଷା ପୁଲିସ୍ ସୁରକ୍ଷା ମାଗିଛନ୍ତି। ବର୍ଷା ଅଭିଯୋଗ କରିଛନ୍ତି ଯେ ଗତକାଲି ସେ ଖାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ଘର ଭିତରକୁ ପଶି ଆସି ଶୁଟିଂ କରିଥିଲେ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମ୍‌ରେ ପଶି ଶୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ। କିଏ ସେମାନଙ୍କୁ ଶୁଟିଂ କରିବାକୁ ପଠାଇଛି ବୋଲି ସେ ପଚାରିଥିଲେ।

ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିବାରୁ ପୁଲିସକୁ ଜଣାଇ ସୁରକ୍ଷା ମାଗିଛନ୍ତି। ଗତକାଲିର ଘଟଣା ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟିକୁ ଆଣିବି ବୋଲି କହିଛନ୍ତି ତାଙ୍କ ଓକିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story