ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆନାଲିସିସ ନ ସରିବା ଯାଏଁ କୋଭିଡ୍ ଭ୍ୟାକ୍ସିନ କେତେ କାମ କରୁଛି, କୁହାଯାଇ ପାରିବନି। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଆଜି ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେ କହିଛନ୍ତି-“ଭ୍ୟାକ୍ସିନ ଆମକୁ ୭୧ରୁ ୯୧% ସୁରକ୍ଷା ଦେଉଛି। ଆଣ୍ଟିବଡି ତିଆରି ହେଉଛି। ଭାଇରସ୍ ସହ ଆଣ୍ଟିବଡି କେତେ ଲଢ଼ି ପାରୁଛି, ତା ଉପରେ ଲକ୍ଷଣ ନିର୍ଭର କରେ। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ବ୍ୟାପକ ସର୍ଭେଲାନ୍ସ କରାଯିବ। ୧୭ ଜିଲ୍ଲାରେ ସଂକ୍ରମଣ ଜଲଦି ଆରମ୍ଭ ହୋଇଥିଲା, ଶୀଘ୍ର କମିଲା। ଏହି ମାସ ଶେଷ ସୁଦ୍ଧା ସ୍ଥିତିରେ ସୁଧାର ଆସି ଯାଇଥିବ। ଏବେ ICUରେ ୫୪% ଓ ଭେଣ୍ଟିଲେଟରରେ ୫୬% ରୋଗୀ ଅଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।