ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁ। ରାଜ୍ୟପାଳ ଏସ୍.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ସେଠାରୁ ଉପରାଷ୍ଟ୍ରପତି ରାଜଭବନକୁ ଯାଇଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଭେଙ୍କେୟା ଭୁବନେଶ୍ୱର ଆସିଛନ୍ତି। ଆସନ୍ତାକାଲି କାର୍ଯ୍ରକ୍ରମ ସମାପନ ପରେ ପୁଣି ସ୍ୱତନ୍ତ୍ର ବିମାନ ଯୋଗେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Astrology
ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
Astrology
ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Astrology
ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ
ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
Astrology
ପାଖେଇ ଆସିଲାଣି ଦୀପାବଳି; ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ...
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ।
Astrology
ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ
ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।