ପିଟି ଦେଲା ବିଜେଡିର ପ୍ରଚାର ଗାଡ଼ି, ଭାଙ୍ଗିଗଲା ଗୋଡ଼

କଣ୍ଟାବାଞ୍ଜି (ସୁରଦାସ ବାଗ): ନିର୍ବାଚନ ପ୍ରଚାର ବେଳେ ଦୁର୍ଘଟଣା।  ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି। ଆହତମାନେ ହେଲେ ପଖନମୁଣ୍ଡା ଗାଁର ନରେଶ କୁମାର ଓ ତୁର୍ଚୁ ମଲ୍ଲିକ। ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି କଣ୍ଟାବାଞ୍ଜିରୁ ମୁରିବାହାଲ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନରେଶ ଓ […]

leg

leg

Jitendra Garnayak
  • Published: Monday, 01 April 2019
  • Updated: 01 April 2019, 04:23 PM IST

Sports

Latest News

କଣ୍ଟାବାଞ୍ଜି (ସୁରଦାସ ବାଗ): ନିର୍ବାଚନ ପ୍ରଚାର ବେଳେ ଦୁର୍ଘଟଣା।  ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି।

ଆହତମାନେ ହେଲେ ପଖନମୁଣ୍ଡା ଗାଁର ନରେଶ କୁମାର ଓ ତୁର୍ଚୁ ମଲ୍ଲିକ। ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

leg2କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି କଣ୍ଟାବାଞ୍ଜିରୁ ମୁରିବାହାଲ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନରେଶ ଓ ତୁର୍ଚୁ ବାଇକ୍‌ରେ ଯାଉଥିବା ବେଳେ ଏହି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

କଣ୍ଟାବାଞ୍ଜି ପୁଲିସ୍ ଏହି ପ୍ରଚାର ଗାଡ଼ିକୁ ଜବତ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story