କଳାହାଣ୍ଡିରେ ‘ଜନ ଶୁଣାଣି ଓ ସହଯୋଗ କେନ୍ଦ୍ର’ର ଶୁଭାରମ୍ଭ କଲା ବେଦାନ୍ତ

ଲାଞ୍ଜିଗଡ଼ : ବେଦାନ୍ତ କମ୍ପାନୀ ପକ୍ଷରୁ ‘ଜନ ଶୁଣାଣୀ ଓ ସହଯୋଗ କେନ୍ଦ୍ର’ ଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାଯ୍ର୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ଼ରେ ଗୋଷ୍ଠୀ ସମୂହର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ବିଭାଗ ଅଞ୍ଚଳର ବାସିନ୍ଦାଙ୍କ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ତରରେ ଉନ୍ନତି ଆଣିବାରେ ଚେଷ୍ଟା କରିବା ପାଇଁ ବେଦାନ୍ତ ଲକ୍ଷ୍ୟ ରଖିଛି। ଏହି ପଦକ୍ଷେପ ସମ୍ପର୍କରେ ଲାଞ୍ଜିଗଡ଼ ୟୁନିଟ୍‌ ବେଦାନ୍ତ […]

bedanta

bedanta

Puspanjali Panda
  • Published: Thursday, 22 August 2019
  • Updated: 22 August 2019, 02:50 PM IST

Sports

Latest News

ଲାଞ୍ଜିଗଡ଼ : ବେଦାନ୍ତ କମ୍ପାନୀ ପକ୍ଷରୁ ‘ଜନ ଶୁଣାଣୀ ଓ ସହଯୋଗ କେନ୍ଦ୍ର’ ଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାଯ୍ର୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ଼ରେ ଗୋଷ୍ଠୀ ସମୂହର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ବିଭାଗ ଅଞ୍ଚଳର ବାସିନ୍ଦାଙ୍କ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ତରରେ ଉନ୍ନତି ଆଣିବାରେ ଚେଷ୍ଟା କରିବା ପାଇଁ ବେଦାନ୍ତ ଲକ୍ଷ୍ୟ ରଖିଛି।

ଏହି ପଦକ୍ଷେପ ସମ୍ପର୍କରେ ଲାଞ୍ଜିଗଡ଼ ୟୁନିଟ୍‌ ବେଦାନ୍ତ ଆଲୁମିନିୟମର ସିଓଓ, ଶ୍ରୀ ରାକେଶ ମୋହନ କହିଛନ୍ତି ଯେ, ବେଦାନ୍ତ ଗୋଷ୍ଠୀମାନଙ୍କ ସହ ସକ୍ରିୟ ଭାବେ ଜଡ଼ିତ ରହିବା ସହିତ ସ୍ଥାନୀୟ ସରକାର ତଥା ପ୍ରମୁଖ ପୁଞ୍ଜୀ ଲଗାଣକାରୀଙ୍କ ସହ ସହଯୋଗୀତା କରି ଲୋକମାନଙ୍କର ସାମୁହିକ ସୁଖ ଏବଂ ଜୀବନସ୍ତରରେ ଉନ୍ନତି ଆଣିପାରିଛି। ଆମେ ଗ୍ରହଣ କରିଥିବା ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଆମର ଏହି ସ୍ୱତନ୍ତ୍ର ପଦକ୍ଷେପ ଗୋଷ୍ଠୀ ସଦସ୍ୟମାନଙ୍କ ସଶକ୍ତିକରଣରେ ସହାୟକ ହେବା ସହ ଉକ୍ତ ଅଞ୍ଚଳରେ ଏକ ଉନ୍ନତ ବାତାବରଣ ସୃଷ୍ଟି କରିପାରିବ।"

ଏହି ‘ଜନ ଶୁଣାଣି ଓ ସହଯୋଗ କେନ୍ଦ୍ର’ ସପ୍ତାହରେ ଅତିକମ୍‌ରେ ଥରେ ବିଶେଷ କରି ଶୁକ୍ରବାର ଦିନ ୩ଟା ରୁ ୫ଟା ପର୍ଯ୍ୟନ୍ତ ବେଦାନ୍ତର ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହି ସମୟସୀମା ମଧ୍ୟରେ ଲୋକମାନେ କମ୍ପାନୀର କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖଭାବେ କଥା ହୋଇପାରିବେ ତଥା ସେମାନଙ୍କର ସମସ୍ୟା ଓ ମତାମତ ଦେଇପାରିବେ ଏବଂ ଗୋଷ୍ଠୀର ଉନ୍ନତି ପାଇଁ ମଧ୍ୟ ସେମାନେ ବିଭିନ୍ନ ଉପାୟମାନ ଆଲୋଚନା କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story